ସମସ୍ୟା

ପ୍ରବଳ ବର୍ଷା, ଆଜି ମାଲକାନଗିରି ଓ ନବରଙ୍ଗପୁରରେ ସବୁ ସ୍କୁଲ ଛୁଟି ଘୋଷଣା

ଲଗାଣ ବର୍ଷା, ଭଦ୍ରକରେ ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା

ମାଲକାନଗିରି/ନବରଙ୍ଗପୁର  : ପ୍ରବଳ ବର୍ଷା ନେଇ ଆଜି ମାଲକାନଗିରି ଓ ନବରଙ୍ଗପୁରରେ ସ୍କୁଲ ଛୁଟି । ସବୁ ସରକାରୀ, ବେସରକାରୀ ସ୍କୁଲ, ଅଙ୍ଗନବାଡ଼ି ବନ୍ଦ ରହିବ । ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରବଳରୁ ଅତିପ୍ରବଳ...

Read more

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ମାଲକାନଗିରି ଏଆରପୋର୍ଟ ପାଚେରୀ

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ମାଲକାନଗିରି ଏଆରପୋର୍ଟ ପାଚେରୀ

ମାଲକାନଗିରି: ପ୍ରବଳ ବର୍ଷାରେ ଭୁଶୁଡ଼ିଲା ମାଲକାନଗିରି ଏଆରପୋର୍ଟ ପାଚେରୀ । ଲଗାଣ ବର୍ଷାରେ ଭାଙ୍ଗିଲା ଏଆରପୋର୍ଟ ପାଚେରୀ । ନିମ୍ନ ମାନର ନିର୍ମାଣ କାର୍ଯ୍ୟ ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ବିଗତ ଦିନରେ ମଧ୍ୟ ଅନେକ ଥର ଏହି ପାଚେରୀ ଭାଙ୍ଗି...

Read more

ମହାସମାରୋହରେ ପାଳିତ ହେଲା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ – ୨୦୨୫

ମହାସମାରୋହରେ ପାଳିତ ହେଲା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ – ୨୦୨୫

ବାଲେଶ୍ଵର (ଭିଓଭି ); ୧୭/୮ - ବାଲେଶ୍ଵର ଜିଲ୍ଲାର ରେମୁଣା ସ୍ଥିତ ଇସ୍କନ ପକ୍ଷରୁ ୩ ଦିନ (୧୫ , ୧୬ , ୧୭)ରିଖରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ କୃଷ୍ଣ ବେଶ ,...

Read more

ଡାକ୍ତର ହେବେ ପ୍ରଥମ ଆଦିମ ଦିଦାୟୀ ଯୁବତୀ ଚମ୍ପା ରାସପେଦା

ଡାକ୍ତର ହେବେ ପ୍ରଥମ ଆଦିମ ଦିଦାୟୀ ଯୁବତୀ ଚମ୍ପା ରାସପେଦା

ବାଲେଶ୍ଵର :ସ୍ବାଭିମାନ ଅଞ୍ଚଳ ଛାତ୍ରୀ ହେବେ ଡାକ୍ତର । ପ୍ରଥମ ଆଦିମ ଦିଦାୟୀ ଯୁବତୀ ଚମ୍ପା ରାସପେଦା ହେବେ ଡାକ୍ତର । ମାଲକାନଗିରିର ସ୍ବାଭିମାନ ଅଞ୍ଚଳରୁ ଆସିଛନ୍ତି ସିଏ । ଏଠିବି ଏମିତି ପ୍ରତିଭା ରହିଥିବା ପ୍ରମାଣିତ କରିଛନ୍ତି । …ଏପଟେ...

Read more

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଭର୍ତ୍ତି

ବିରୋଧୀ ଦଳ ନେତା ନବୀନଙ୍କ ସଫଳ ଅସ୍ତ୍ରୋପଚାର, ଭଲଭାବେ କଥାବାର୍ତ୍ତା କରିପାରୁଛନ୍ତି ନବୀନ

ଭୁବନେଶ୍ବର : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ସେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଡିହାଇଡ୍ରେସନ କାରଣରୁ ହସ୍ପିଟାଲ ଯାଇଥିବା ଜଣାଯାଇଛି । ଏବେ ତାଙ୍କର...

Read more

ଭୁବନେଶ୍ୱର–ଝାରସୁଗୁଡ଼ା ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର–ଝାରସୁଗୁଡ଼ା ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରୁ ଝାରସୁଗୁଡା ପର୍ଯ୍ୟନ୍ତ ବିମାନସେବାର ଶୁଭାରମ୍ଭ କରିଛନ୍ତି । ୭୬ ସିଟ୍‌ ବିଶିଷ୍ଟ Star Air ର ଏହି ବିମାନଟି Odisha New Destination Policy ଅଧିନରେ ବିମାନ...

Read more

ପ୍ରତାପ ଜେନାଙ୍କ ପୁଅ ନାଁରେ ଠକେଇ ଅଭିଯୋଗ

ପ୍ରତାପ ଜେନାଙ୍କ ପୁଅ ନାଁରେ ଠକେଇ ଅଭିଯୋଗ

ଭୁବନେଶ୍ୱର: ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ନାଁରେ ଠକେଇ ଅଭିଯୋଗ । ଅଙ୍କିତ ପ୍ରତାପ ଜେନାଙ୍କ ବିରୋଧରେ ୪୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଏବେ ସମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଟାଉନ୍‌‌ ଥାନାରେ ଅଙ୍କିତ ପ୍ରତାପ ଜେନାଙ୍କ ନାଁରେ ମାମଲା...

Read more

ସେପ୍ଟେମ୍ୱର ୨୮ ତାରିଖରୁ କଟକ ଦୁର୍ଗାପୂଜା ଆରମ୍ଭ

ସେପ୍ଟେମ୍ୱର ୨୮ ତାରିଖରୁ କଟକ ଦୁର୍ଗାପୂଜା ଆରମ୍ଭ

କଟକ: କଟକ ସହରରେ ବାଜିଲା ପାର୍ବଣର ବିଗୁଲ। ଧରାପୃଷ୍ଠକୁ ଆସୁଛନ୍ତି ମା’ ଦୁର୍ଗା । କଟକର ପ୍ରସିଦ୍ଧ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେପ୍ଟେମ୍ୱର ୨୮ ତାରିଖରୁ କଟକ ଦୁର୍ଗାପୂଜା ଆରମ୍ଭ ହେବାକୁ ଯାଉଥିବା ବେଳେ ଅକ୍ଟୋବର ୩...

Read more

ପଶ୍ଚିମ ଓଡ଼ିଶାର ଗଣପର୍ବ ପାଇଁ ଆଜି ବାହାରିବ ଲଗ୍ନ: ଦିନ ୪ଟା ୩୦ରେ ହେବ ସମୟ ନିର୍ଦ୍ଧାରଣ

ପଶ୍ଚିମ ଓଡ଼ିଶାର ଗଣପର୍ବ ପାଇଁ ଆଜି ବାହାରିବ ଲଗ୍ନ: ଦିନ ୪ଟା ୩୦ରେ ହେବ ସମୟ ନିର୍ଦ୍ଧାରଣ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଗଣପର୍ବ ପାଇଁ ଆଜି ବାହାରିବ ଲଗ୍ନ । ଦିନ ୪ଟା ୩୦ରେ ହେବ ସମୟ ନିର୍ଦ୍ଧାରଣ । ଲଗ୍ନ ନିର୍ଦ୍ଧାରଣ ପରେ ପଣ୍ଡିତ ମହାସଭା ଓ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ସଦସ୍ୟମାନେ ମା’ ସମେଲଇଙ୍କ ମନ୍ଦିର ଯାଇ...

Read more

ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ କରୁଥିବା ବ୍ୟକ୍ତି ଅଟକ, ସିଂହଦ୍ୱାର ପୋଲିସର ପଚରାଉଚରା

ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ କରୁଥିବା ବ୍ୟକ୍ତି ଅଟକ, ସିଂହଦ୍ୱାର ପୋଲିସର ପଚରାଉଚରା

ପୁରୀ : ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ କରୁଥିବା ବ୍ୟକ୍ତି ଅଟକ । ବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୋଲିସ JTP ହାତରେ ଧରାପଡିଲେ । ପରେ ତାଙ୍କୁ ସିଂହଦ୍ୱାର ପୋଲିସ...

Read more
Page 190 of 499 1 189 190 191 499

Welcome Back!

Login to your account below

Create New Account!

Fill the forms bellow to register

Retrieve your password

Please enter your username or email address to reset your password.