ଭୁବନେଶ୍ୱର: ବୁଧବାର ରାଜ୍ୟରେ ନବଗଠିତ ବିଜେପି ସରକାରଙ୍କ ଦ୍ୱିତୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମହୋନଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା । ତେବେ ବୈଠକ ପରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକର ନିଷ୍ପତ୍ତି...
Read moreଭୁବନେଶ୍ବର: ପୁରୀରେ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ଲାଗି ସାରା ବିଶ୍ଵର କୋଣ ଅନୁକୋଣରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲୋକଙ୍କ ସୂଅ ଛୁଟିଛି। ଏହି ସମୟରେ ପୁରୀ ବଡ ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। କିନ୍ତୁ ଭକ୍ତିମୟ ପରିବେଶ ମଧ୍ୟରେ...
Read moreଭୁବନେଶ୍ଵର: ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, ନାଇଜରର ଯାତ୍ରା ଅଳ୍ପ କିଛି ବର୍ଷ...
Read moreଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନ ସରିଛି ଓ ବିଜେପି ଏକାକି ସରକାର ଗଠନ କରିଛି । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ, ସେମାନଙ୍କ ଉଦ୍ୟମ ଯୋଗୁଁ ଓଡ଼ିଶାରେ ବିଜେପି ପ୍ରଥମ ଥର ପାଇଁ ଏକାକି ସରକାର...
Read moreଭୁବନେଶ୍ବର: ଆଜି ରଥଯାତ୍ରାରେ ବଡ ଅଘଟଣ ପରିଲକ୍ଷିତ ହୋଇଛି। ଆଜି ସଂଧ୍ୟାରେ ତିନିଠାକୁର ଆଡପ ମଣ୍ଡପ ବିଜେ ବେଳେ ଏହି ଅଘଟଣ ଘଟିଛି। ଏଥିରେ ପ୍ରଭୃ ବଳଭଦ୍ର ଆଡପ ମଣ୍ଡପକୁ ବିଜେ କରୁଥିବା ବେଳେ ଚାରମାଳ ଉପରେ ଖସିପଡିଛନ୍ତି। ସେବାୟତଙ୍କ ଉପରେ...
Read moreପୁରୀ(ଭିଓଭି): ଅନବସର ପରେ ସୁସ୍ଥ ହୋଇ ନିଜ ଜନ୍ମ ବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରି ଭାଇ ଭଉଣୀଙ୍କୁ ସଙ୍ଗରେ ଧରି ଶରଧାବାଲିରେ ପହଁଚିଛନ୍ତି ବିଶ୍ୱନିୟନ୍ତା । ଅପେକ୍ଷା କରିଛନ୍ତି ଆଡପ ମଣ୍ଡପର ପହଣ୍ଡି ବେଳାକୁ । ଚଳିତ ବର୍ଷ ନେତ୍ରୋତ୍ସବ, ନବଯୌବନ...
Read moreଭୁବନେଶ୍ବର: ମନାଲିରୁ ଲେହ ପର୍ଯ୍ୟନ୍ତ ଦ୍ରୁତତମ ମହିଳା ଭାବରେ ଗିନିଜ୍ ୱାର୍ଲ୍ଡ ରେକର୍ଡଧାରୀ ବେଦଙ୍ଗୀ କୁଲକର୍ଣ୍ଣି ୭ ଜୁଲାଇ ୨୦୨୪ରେ ଭାରତୀୟ ନୌପୋତ ଚିଲିକା ପରିଦର୍ଶନ କରିଥିଲେ। ସେ ଦୁଇଥର ବିଶ୍ୱରେ ସାଇକେଲ ଚଳାଇ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ଅଛନ୍ତି।...
Read moreଭୁବନେଶ୍ବର: ରଥଯାତ୍ରା ଉପଲକ୍ଷେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପୁରୀର ୧୩ ଗୋଟି ସ୍ଥାନରେ ସୂଚନାକେନ୍ଦ୍ର ଖୋଲାଯାଇଛି। ଏହିସବୁ କେନ୍ଦ୍ରରେ ସ୍ବେଚ୍ଛାସେବୀଙ୍କ ସହାୟତାରେ ପରସ୍ପର ସହ ବିଚ୍ଛିନ୍ନ ହୋଇଯାଉଥିବା ଶ୍ରଦ୍ଧାଳୁମାନଙ୍କ ବିଷୟରେ ମାଇକ୍ ଦ୍ବାରା ଘୋଷଣା କରାଯାଉଛି। ସୂଚନା କେନ୍ଦ୍ରରେ...
Read moreଭୁବନେଶ୍ବର: ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ବଡ ଖବର ଆସିଛି। ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ନିଷ୍ପତ୍ତି ହୋଇଛି। ଆଜି ରତ୍ନଭଣ୍ଡାର କମିଟିର ବୈଠକରେ ଏହି ବଡ ନିଷ୍ପତ୍ତି ହୋଇଛି। ତେବେ ଚାବି...
Read moreଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜଙ୍ଗଲ ଜମିରେ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ଚୂଡାନ୍ତ ମଞ୍ଜୁରୀ ଦେଇଛି। ସୂଚନା ଯୋଗ୍ୟ ଯେ, ଦୀର୍ଘ ୩୦ ବର୍ଷ...
Read moreCopyright © 2023.