ଭୁବନେଶ୍ବର: ସଚିବାଳୟ ପରିସରରେ ‘ରିଲ୍ସ’ ଉପରେ ରୋକ୍ । ଏଣିକି ସରକାରୀ ଅଫିସରେ ରିଲ୍ସ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ସରକାରୀ ଅଫିସ୍ ରେ ରିଲ୍ସ କରିବା ଉପରେ କଟକଣା ଲଗାଇଛନ୍ତି ସରକାର । ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନରେ ରିଲ୍ସ ମନା ହୋଇଛି । ସେହିପରି ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନରେ ମଧ୍ୟ ରିଲ୍ସ କରିବା ଉପରେ କଟକଣା ଲାଗିଛି । ଭିଡିଓ, ଫଟୋ ସୋସିଆଲ ମିଡିଆରେ ଅପଲୋଡିଂ କରିପାରିବେ ନାହିଁ । ଏନେଇ ଗୃହ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ସରକାରୀ କର୍ମଚାରୀ, ଅଧିକାରୀ ଓ ଭିଜିଟର୍ସଙ୍କ ପାଇଁ କଟକଣା ଲାଗୁ ହୋଇଛି । ନିୟମ ଉଲ୍ଲଙ୍ଘନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏଭଳି କାର୍ଯ୍ୟକଳାପ ଦ୍ୱାରା ଶାସନ ବ୍ୟବସ୍ଥାର ଗୁରୁତ୍ୱ ଏବଂ ଅଫିସ ଶୃଙ୍ଖଳା ପ୍ରଭାବିତ ହେବା ଆଶଙ୍କା ରହିଛି। ଭିତର ଦୃଶ୍ୟ ସୋସିଆଲ ମିଡିଆରେ ପ୍ରସାରିତ ହେବା ସୁରକ୍ଷା ଦୃଷ୍ଟିକୋଣରୁ ବିପଜ୍ଜନକ ।
Read moreଭୁବନେଶ୍ବର: ଆମ ବସ୍ ’ ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାରେ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ । ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୋହନ ମାଝୀ । ସିଏମ ରିଲିଫ ପାଣ୍ଠିରୁ ୪...
Read moreଭୁବନେଶ୍ବର : ଭୁବନେଶ୍ବରରେ ଆମ ବସ୍ ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣା ପରେ ତତ୍ପର ହୋଇଛି ପରିବହନ ବିଭାଗ । ସ୍ବତନ୍ତ୍ର ଏନଫୋର୍ସଟିମ୍ ପକ୍ଷରୁ ଚାଲିଛି ଯାଞ୍ଚ କଡ଼ାକଡ଼ି । ଆମ ବସ୍ ର ଗାଡ଼ି ଫିଟନେସ୍, ଡ୍ରାଇଭରଙ୍କ ସ୍ଥିତି ଓ...
Read moreମାଲକାନଗିରି : ଟପ ମାଓବାଦୀ ସଚିନ ବାଙ୍ଗଡୁ ସମେତ 12 ମାଓବାଦୀ ନିହତ। ମୃତ ମାଓବାଦୀ ମଧ୍ୟରେ 5 ମହିଳା 7 ପୁରୁଷ ମାଓବାଦୀ ରହିଛନ୍ତି। ସେମାନଙ୍କ ଉପରେ ଥିଲା ୬୦ ଲକ୍ଷ୍ୟ ଟଙ୍କା ପୁରସ୍କାର। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର...
Read moreଭୁଷୁଡ଼ୁଛି ଲାଲଗଡ଼। ୧୪ ମାଓବାଦୀ ନିପାତ । ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନ୍ କାଉଣ୍ଟର ହୋଇଛି । କୋଣ୍ଟା କିସ୍ତରାମ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୧୨ ମାଓବାଦୀ । ଘଟଣାସ୍ଥଳରୁ ଏକେ...
Read moreଭୁବନେଶ୍ୱର: ଅଟୋକୁ ଧକ୍କା ଦେଲା ଆମ ବସ୍ । ଘଟଣାସ୍ଥଳରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବର ରୁପାଲି ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଅଟୋ ପଛପଟେ ଆସି ଧକ୍କା ଦେଇଥିଲା ଆମ ବସ୍ । ଅଟୋରେ ମୋଟ ୩...
Read moreଭୁବନେଶ୍ୱର : ନୂଆ ରୂପ ପାଇବ ଲୋକସେବା ଭବନ। ସମ୍ପୂର୍ଣ୍ଣ ଲୋକସେବା ଭବନର ହେବ ପୁନଃବିନ୍ୟାସ । ଏନେଇ ଡିପିଆର ପ୍ରସ୍ତୁତ ହୋଇସାରିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ପୂରା ଲୋକସେବା ଭବନ ପୁନଃବିନ୍ୟାସ...
Read moreଚେନ୍ନାଇ : ପାକିସ୍ତାନକୁ ଟାର୍ଗେଟ କଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପାକିସ୍ତାନକୁ, ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଏକ ଖରାପ ପଡ଼ୋଶୀ ବୋଲି କହିଛନ୍ତି । ଭାରତକୁ ନିଜ ସୁରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି,...
Read moreପୁରୀ : ପୁରୀ ବଳଗଣ୍ଡି ଛକରେ ସଡ଼କ ଦୁର୍ଘଟଣାରେ ଶିଶୁ ମୃତ୍ୟୁ ଘଟଣା। ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା । ଶିଶୁ ମୃତ୍ୟୁ ନେଇ ଗଭୀର ଦୁଃଖ...
Read moreଭୁବନେଶ୍ବର: ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର । ଏନେଇ ଓଡ଼ିଶା ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା । ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC)ଥିବା ଯାନବାହାନଗୁଡ଼ିକ ପାଇଁ ୧୦ ଜାନୁଆରୀ ରୁ ସବୁଜ ରଙ୍ଗର PUCC ବୈଧତା ଷ୍ଟିକର୍...
Read moreCopyright © 2023.