ଭୁବନେଶ୍ୱର : ମାସେ ଘୁଞ୍ଚିଲା PUCC କଟକଣା ମହଲତ । ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି । ବୈଧ ପ୍ରଦୂଷଣ ପ୍ରମାଣପତ୍ର ବା PUCC ବିନା ଗାଡ଼ିକୁ ତେଲ ମନା ନିଷ୍ପତ୍ତିକୁ ଫେବ୍ରୁଆରୀ ପହିଲାକୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଜାନୁଆରୀରୁ କଟକଣା ଲାଗୁ...
Read moreଭୁବନେଶ୍ୱର : କୋଟିଆକୁ ପଶିଲେ ବନ୍ଧା ହେବେ ଆନ୍ଧ୍ର ଅଧିକାରୀ । କୋଟିଆକୁ ନେଇ ଉଚ୍ଚ ସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଆନ୍ଧ୍ରର ଲୋକ କୋଟିଆକୁ ବୁଲିବାକୁ ଆସି ପାରିବେ । କିନ୍ତୁ...
Read moreଚାନ୍ଦବାଲି: ଆସନ୍ତାକାଲି ବିଜେଡି ଓ କଂଗ୍ରେସର ୬ଘଣ୍ଟିଆ ଚାନ୍ଦବାଲି ବନ୍ଦ ଡାକରା । ଚାନ୍ଦବାଲିରେ ଜଣେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ଆସନ୍ତାକାଲି ଚାନ୍ଦବାଲି ବନ୍ଦ ଡାକରା ଦେଇଛି ବିଜେଡି ଓ କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀ ରେ...
Read moreନୂଆଦିଲ୍ଲୀ: ଦେଶର ଆନ୍ତର୍ଜାତୀୟ ସୀମାକୁ ସୁରକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସୀମା ସୁରକ୍ଷା ବାହିନୀ (BSF) କ୍ରୀଡା ପ୍ରତିଭାଙ୍କୁ ସ୍ଥାୟୀ ଏବଂ ସମ୍ମାନଜନକ ନିଯୁକ୍ତି ପାଇବାର ସୁଯୋଗ ପ୍ରଦାନ କରୁଛି। BSF କନଷ୍ଟେବଳ (ସାଧାରଣ ଡ୍ୟୁଟି) କ୍ରୀଡା କୋଟା ନିଯୁକ୍ତି...
Read moreନୂଆଦିଲ୍ଲୀ : ବାଂଲାଦେଶରେ ଜଣେ ହିନ୍ଦୁଙ୍କୁ ହତ୍ୟାର ପ୍ରତିବାଦ ତେଜୁଛି । ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟାର ତୀବ୍ର ପ୍ରତିବାଦ । ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ହେଉଛି । ଦିଲ୍ଲୀ, କୋଲକାତା, ହାଇଦ୍ରାବାଦରେ ପ୍ରତିବାଦ ହେଉଛି । ଦିଲ୍ଲୀରେ ବାଂଲାଦେଶ ହାଇକମିଶନ...
Read moreଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଆଉ ଏକ ନୂତନ ଅଧ୍ୟାୟ ଯୋଡି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମ ଠାରେ ପ୍ରଥମ ପର୍ଯ୍ୟାୟରେ ୧୫୦ ଗୋଟି ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ...
Read moreଭୁବନେଶ୍ବର: ରାଜ୍ୟରେ ଶୀତର ଅଘୋଷିତ କର୍ଫ୍ୟୁ । ଉପକୂଳରୁ ଉପାନ୍ତ । ଥରୁଛି ପୂରା ଓଡ଼ିଶା । ଗତ କିଛି ଦିନ ହେଲା କ୍ରମାଗତ ଭାବେ ଶୀତ ଲହରୀ ଜାରି ରହିଛି । ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେଉ ନାହିଁ । ...
Read moreସମ୍ବଲପୁର: ସମ୍ବଲପୁରରେ ଲୋକସଭା ସାଂସଦ ଓମ ବିର୍ଲା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରେ ଆୟୋଜିତ ମାରୱାଡ଼ ମହୋତ୍ସବର ଉଦଯାପନୀ ସମାରୋହରେ ଯୋଗ ଦେଇଛନ୍ତି । ରାଜସ୍ଥାନ ଫାଉଣ୍ଡେସନ ଏବଂ ଖେତରାଜପୁର ମାରୱାଡ଼ି ଯୁବ ମଞ୍ଚ...
Read moreଭୁବନେଶ୍ବର: ଭୁବନେଶ୍ବର ଏଜି ଛକରେ ରାତି ଅଧରେ ବଡ଼ ଧରଣର ଦୁର୍ଘଟଣା । ଅଟୋ- କାର-ହାଇୱା ପିଟାପିଟି । ଷ୍ଟେସନରୁ ଯାତ୍ରୀ ନେଇ ଯାଉଥିବାବେଳେ ଧକ୍କା ଦେଇଥିଲା ହାଇୱା । ଅଟୋକୁ ପିଟିବା ପରେ ହାଇୱାଟି ଡିଭାଇଡର ଉପରେ ଚଢିଯାଇ ଏକ କାରକୁ...
Read moreପୁରୀ : ଦିନକ ପରେ ବଡ଼ ଦିନ । ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷରେ ଶ୍ରୀ ମନ୍ଦିରରେ ଲାଗିବ ଭକ୍ତଙ୍କ ଭିଡ଼ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା...
Read moreCopyright © 2023.