• About Us
  • Contact Us
Saturday, June 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମୋହନ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ, କେଜିରୁ ପିଜି ଯାଏ ମାଗଣା ଶିକ୍ଷା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

by Voice of Victims
June 12, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ଏବେ ପୁରୀ ପୌରପାଳିକା ହେବ ମହାନଗର ନିଗମ

ଭୁବନେଶ୍ୱର : ରାଜ୍ୟରେ ମୋହନ ମାଝୀ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ ।  ଏହି ଅବସରରେ ରାଜ୍ୟରେ ପରିବର୍ତ୍ତନର ଧାରା ଦେଖିବାକୁ ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  ବିକାଶର ସୁଫଳରେ ସମସ୍ତେ ଭାଗୀଦାର ଆମର ଲକ୍ଷ୍ୟ। ଗତ ଦୁଇବର୍ଷ ମଧ୍ୟରେ ୧୨୧ଟି ନୂଆ ଯୋଜନା ଆରମ୍ଭ କରିଛୁ । ସବୁ ଗାଁକୁ ମୌଳିକ ସୁବିଧା ଯୋଗାଇଦେବା ଆମର ମିଶନ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ୨୦୨୭ ସୁଦ୍ଧା ଆମେ ଏହି କାର୍ଯ୍ୟର ସଫଳ ରୂପାୟନ କରିବୁ ।  ମହିଳାଙ୍କ ସଶକ୍ତିକରଣ ଆମ ସରକାରଙ୍କ ଲକ୍ଷ୍ୟ। ଲକ୍ଷପତି ଦିଦି ତିଆରି କରିବାରେ ଦେଶରେ ସଫଳ ହୋଇଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କେଜିରୁ ପିଜି ଯାଏ ଦେୟ ମୁକ୍ତ ଶିକ୍ଷା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ସମସ୍ତ ବିଦ୍ୟାର୍ଥୀଙ୍କୁ କେଜିରୁ ପିଜି ଯାଏ ମିଳିବ ମାଗଣା ଶିକ୍ଷା ।  ଦେଶରେ ପ୍ରଥମ ରାଜ୍ୟ ଭାବେ ଲାଗୁ ହେବ ଏହି ନିୟମ ।  ଏକା ସାଙ୍ଗରେ ମିଳିବ ୩ ମାସର ଭତ୍ତା ।  ଭତ୍ତା ପ୍ରଦାନରେ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହିତାଧିକାରୀଙ୍କୁ ଏକା ସାଙ୍ଗରେ ମିଳିବ ୩ ମାସର ଭତ୍ତା। ମଧୁବାବୁ ପେନସନ ଯୋଜନାରେ ଅଧିକ ୬ ଲକ୍ଷ ହିତାଧିକାରୀ ଯୋଡ଼ିହେବେ ।  ଏ ନେଇ ରାଜ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି। ୬୦ ବର୍ଷ ହେବା କ୍ଷଣି ଯୋଜନାରେ ସାମିଲ ହେବେ ହିତାଧିକାରୀ ।  ବୈଷୟିକ ପରିବର୍ତ୍ତନ ଯୋଗୁ ଭତ୍ତା ମିଳିବାରେ ସମସ୍ୟା ହୋଇଛି  ।

Post Views: 14
Share198Tweet124Send
Voice of Victims

Voice of Victims

Recent Posts

  • ପାମ୍ପଡ଼ା ବିଦ୍ୟାଳୟରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ପାଳିତ
  • ପତଞ୍ଜଳି ପକ୍ଷରୁ ବୈଦିକ ଯଜ୍ଞ ଅନୁଷ୍ଠିତ
  • ନିଟ୍-ୟୁଜି ପୁନଃ ପରୀକ୍ଷା ପାଇଁ ଏନଟିଏର ବଡ଼ ପରିବର୍ତ୍ତନ, ୧୫ ମିନିଟ୍ ଅଧିକ ସମୟ ଏବଂ ବଢିଲା ରଫ୍ ପେଜ୍ ସଂଖ୍ୟା
  • ବଢ଼ିଲା ମମତା ବାନାର୍ଜୀଙ୍କ ପାଇଁ ସମସ୍ୟା: ସାମ୍ପ୍ରଦାୟିକ ମନ୍ତବ୍ୟ ପାଇଁ ମାମଲା ରୁଜୁ
  • ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସରଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In