• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ହାଇଦ୍ରାବାଦ ଷ୍ଟେସନରେ ଚାରମିନାର ଏକ୍ସପ୍ରେସ୍ ଲାଇନଚ୍ୟୁତ: ୬ ଯାତ୍ରୀ ଆହତ

by Voice of Victims
January 10, 2024
in ଦେଶ ବିଦେଶ, ମୁଖ୍ୟ ଖବର
ହାଇଦ୍ରାବାଦ ଷ୍ଟେସନରେ ଚାରମିନାର ଏକ୍ସପ୍ରେସ୍ ଲାଇନଚ୍ୟୁତ: ୬ ଯାତ୍ରୀ ଆହତ

ନୂଆଦିଲ୍ଲୀ : ଚେନ୍ନାଇ-ହାଇଦ୍ରାବାଦ ଚାରମିନାର ଏକ୍ସପ୍ରେସର ତିନୋଟି କୋଚ ଆଜି ସକାଳେ ହାଇଦ୍ରାବାଦ ଡେକାନ ରେଳ ଷ୍ଟେସନରେ ଲାଇନଚ୍ୟୁତ ହୋଇଛି। ଯେଉଁଥିରେ ୬ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଏହି ଷ୍ଟେସନ ଚେନ୍ନାଇ-ହାଇଦ୍ରାବାଦ ଚାରମିନାର ଏକ୍ସପ୍ରେସ ଟ୍ରେନର ଶେଷ ଷ୍ଟେସନ ଥିଲା। ଦକ୍ଷିଣ କେନ୍ଦ୍ରୀୟ ରେଳବାଇ (ଏସଆରସି) ଅଧିକାରୀ କହିଛନ୍ତି ଯେ, ଯେତେବେଳେ ଟ୍ରେନ୍ ଷ୍ଟେସନରେ ପହଞ୍ଚିଲା ସେତେବେଳେ ଏହା ମନ୍ଥର ଗତିରେ ଗତି କରୁଥିଲା ଏବଂ ଏହା ଶେଷ ପଏଣ୍ଟର ଗାକୁ ଚାଲି ଯାଇଥିଲା। ଯାହାଦ୍ୱାରା ଏହାର ତିନୋଟି କୋଚ୍ ଏସ୨, ଏସ୩ ଏବଂ ଏସ୬ ଟ୍ରେନ ଲାଇନରୁ ଖସି ଯାଇଥିଲା। କୋଚ୍‌ଗୁଡ଼ିକ ଲାଇନରୁ ଖସିଯିବା ପରେ ଝଟକା ଯୋଗୁଁ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ଜଣେ ଏସଆରସି ଅଧିକାରୀ କହିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଚେନ୍ନାଇରୁ ଏହି ଟ୍ରେନ୍ ହାଇଦ୍ରାବାଦରେ ପହଞ୍ଚିଥିଲା। ଏହି ଘଟଣାର କାରଣ ଜାଣିବା ପାଇଁ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

Post Views: 81
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In