• About Us
  • Contact Us
Tuesday, June 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

“ବିକାଶର ଧାରା , ଓଡ଼ିଶା ସାରା ” କାର୍ଯ୍ୟକ୍ରମ ଉଦ୍ ଘାଟିତ

by Voice of Victims
June 23, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
“ବିକାଶର ଧାରା , ଓଡ଼ିଶା ସାରା ” କାର୍ଯ୍ୟକ୍ରମ ଉଦ୍ ଘାଟିତ

ବାଲେଶ୍ଵର, (ଭିଓଭି) ୨୨/୬ : – ଓଡ଼ିଶା ସରକାର ଙ୍କ ର ୨ ବର୍ଷପୂର୍ତ୍ତି ଉପଲକ୍ଷେ ” ଓଡ଼ିଶା ସାରା , ବିକାଶ ର ଧାରା ” କାର୍ଯ୍ୟକ୍ରମ ଆଜି ରେମୁଣା ବ୍ଲକ ପରିସରରେ ଆରମ୍ଭ ହୋଇଛି । ସରକାରଙ୍କ ଦ୍ୱାରା ୫ ବର୍ଷରେ ଧାନର ସହାୟକ ମୂଲ୍ୟ ବୃଦ୍ଧି ହୋଇଛି , ରେସନ କାର୍ଡ ଦ୍ୱାରା ପି ଏମ କିସାନ , ସି ଏମ୍ କିସାନ ସହିତ ଜନସାଧାରଣ ଆୟୁଷ୍ମାନ କାର୍ଡ ର ସୁବିଧା ପାଇଛନ୍ତି , ରକ୍ତଭଣ୍ଡାର ଗଣତି ମଣତି ହେବା , ଅନୁ ସୂଚିତ ଜାତି ଏବଂ ଜନଜାତି ଙ୍କୁ ପଟ୍ଟା ପ୍ରଦାନ କରିବା , ସୁଭଦ୍ରା ଯୋଜନା , ଶ୍ରୀ ମନ୍ଦିର ର ଚାରିଦ୍ୱ।ର ଖୋଲିବା , ଇତ୍ୟାଦି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

ଓଡ଼ିଶା କୁ ଏକ ବିକଶିତ ଧାରା ରେ ନେଇଯିବା ସରକାର ଙ୍କ ର ମୂଳ ଲକ୍ଷ୍ୟ ବୋଲି ରେମୁଣା ର ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ତାଙ୍କ ବକ୍ତବ୍ୟରେ କହିଲେ । ବିଡ଼ିଓ , ସ୍ୱତନ୍ତ୍ର ଉନ୍ନୟନ ଅଧିକାରୀ ବିପିନ ମାରାଣ୍ଡି , ଝରଣା ସିଂ , ସିଡ଼ିପିଓ , ଉମାକାନ୍ତ ପଣ୍ଡା , ବ୍ଲକ ଚେୟାରମେନ ରାଜେନ୍ଦ୍ର ରାଉତ , ଉପସ୍ଥିତ ଥିଲେ । ବିପିଏମ୍ ବସନ୍ତ ମଲ୍ଲିକ , ବିଏଲସି ବିମଳା ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ଏସ ଏଚ ଜି ର ମହିଳା ମାନେ ବହୁ ସଂଖ୍ୟା ରେ ଯୋଗ ଦେଇ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

Post Views: 22
Share199Tweet124Send
Voice of Victims

Voice of Victims

Recent Posts

  • ନବୀନଙ୍କ ଅଭିଯୋଗ ପରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ, ଜିତୁ ମୁଣ୍ଡାଙ୍କୁ ମିଳିଲା ନ୍ୟାୟ
  • ମହିଳାଙ୍କ ମାସିକ ଋତୁସ୍ରାବ ସ୍ୱଚ୍ଛତା ଅଭିଯାନ
  • “ବିକାଶର ଧାରା , ଓଡ଼ିଶା ସାରା ” କାର୍ଯ୍ୟକ୍ରମ ଉଦ୍ ଘାଟିତ
  • ଆସୁଛି ଦୁଇଟି ଲଘୁଚାପ ; ସକ୍ରିୟ ହେବ ମୌସୁମି
  • ଏଣିକି ଟ୍ରେନ ଭିତରେ ନିଶା ସେବନ କିମ୍ବା ଗାଳି ଗୁଲଜ କଲେ ଦେବେ ଫାଇନ, ନିୟମ ନମାନିଲେ ଜେଲ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In