• About Us
  • Contact Us
Thursday, May 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନିର୍ବାଚନ ପ୍ରକ୍ରିୟାକୁ ସୁଗମ କରିବାରେ ECINETର ଭୂମିକା ଗୁରୁତ୍ବପୂର୍ଣ୍ଣ

by Voice of Victims
May 7, 2026
in ଦେଶ ବିଦେଶ, ମୁଖ୍ୟ ଖବର
ନିର୍ବାଚନ ପ୍ରକ୍ରିୟାକୁ ସୁଗମ କରିବାରେ ECINETର ଭୂମିକା ଗୁରୁତ୍ବପୂର୍ଣ୍ଣ

ଭାରତୀୟ ନିର୍ବାଚନ କମିଶନ ଆଜି ଏକ ପ୍ରେସ୍‌ ରିଲିଜ୍‌ ଜରିଆରେ ସୂଚନା ଜାରି କରି କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାକୁ ସୁଗମ ଓ ସ୍ୱଚ୍ଛ କରିବାରେ IT ପ୍ଲାଟଫର୍ମ ECINETର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି । ECINET ଜରିଆରେ ମତଦାନ ଠାରୁ ଗଣନା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ରିଅଲ-ଟାଇମ୍ ମନିଟରିଂ ସମ୍ଭବ ହୋଇପାରିଛି । କମିଶନ କହିଛନ୍ତି, ଟେକ୍ନୋଲୋଜି ମାଧ୍ୟମରେ ଗଣତନ୍ତ୍ରକୁ ଅଧିକ ସଶକ୍ତ କରିବା ଆମର ଲକ୍ଷ୍ୟ। ECINET ସେହି ଦିଗରେ ଏକ ବଡ଼ ପଦକ୍ଷେପ ।

ବୁଥ୍ ସ୍ତରରୁ କମିଶନ ପର୍ଯ୍ୟନ୍ତ ତୁରନ୍ତ ତଥ୍ୟ ଆଦାନପ୍ରଦାନ ଓ ରିପୋର୍ଟିଂ ହେଉଛି, ଯାହା ନିଷ୍ପତ୍ତି ନେବାରେ ସହାୟକ ହେଉଛି । ଏହି ପ୍ଲାଟଫର୍ମ ଦ୍ୱାରା ନିର୍ବାଚନର ପ୍ରତ୍ୟେକ ପର୍ଯ୍ୟାୟରେ ସ୍ୱଚ୍ଛତା ଓ ଜବାବଦେହିତା ବୃଦ୍ଧି ପାଇଛି ।

ନିର୍ବାଚନ କମିଶନଙ୍କ ଅନୁସାରେ, ୨୦୨୬ର ବିଧାନସଭା ନିର୍ବାଚନ ଓ ବିଭିନ୍ନ ଉପନିର୍ବାଚନରେ ECINET ସ୍ୱଚ୍ଛତା ଆଣିବାରେ ସଫଳ ହୋଇଛି। ଅଭିଯୋଗ ସମାଧାନ, EVM ଟ୍ରାକିଂ ଓ ପର୍ଯ୍ୟବେକ୍ଷକ ରିପୋର୍ଟ ସବୁ ଏହି ପ୍ଲାଟଫର୍ମରେ ଏକୀକୃତ ହୋଇଛି । ଜାନୁଆରୀ ୨୦୨୬ରେ ଶୁଭାରମ୍ଭ ହେବା ପରଠାରୁ ECINET ଆପ୍ ୧୦ କୋଟିରୁ ଊର୍ଦ୍ଧ୍ବ ଥର ଡାଉନଲୋଡ୍ ହୋଇସାରିଲାଣି । ନିର୍ବାଚନ ଅଧିକାରୀ, ପର୍ଯ୍ୟବେକ୍ଷକ, ରାଜନୈତିକ ଦଳ ଓ ସାଧାରଣ ଜନତା ଏହାକୁ ବ୍ୟାପକ ଭାବେ ବ୍ୟବହାର କରୁଛନ୍ତି ।

Post Views: 16
Share198Tweet124Send
Voice of Victims

Voice of Victims

Recent Posts

  • ଆଜିବି ବର୍ଷିବ, ପୂରା ଓଡ଼ିଶାକୁ ଜାରି ହୋଇଛି ୟେଲୋ ଆଲର୍ଟ
  • ପିଏ ହତ୍ୟା ମାମଲା ନେଇ ମୁହଁ ଖୋଲିଲେ ଶୁଭେନ୍ଦୁ ଅଧିକାରୀ
  • ନିର୍ବାଚନ ପ୍ରକ୍ରିୟାକୁ ସୁଗମ କରିବାରେ ECINETର ଭୂମିକା ଗୁରୁତ୍ବପୂର୍ଣ୍ଣ
  • ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା ପ୍ରସଙ୍ଗରେ ମୋହନଙ୍କୁ ନବୀନଙ୍କ ଚିଠି, ଅଭିଯୁକ୍ତଙ୍କୁ ଗିରଫ ସହ ଶିଶୁ କନ୍ୟାକୁ ଥାଇଥାନ ଦାବି
  • ସାରା ଓଡ଼ିଶାରେ ତାଣ୍ଡବ ରଚିବ କାଳବୈଶାଖୀ, ସବୁ ଜିଲ୍ଲାକୁ ସତର୍କତା ଜାରି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In