• About Us
  • Contact Us
Monday, May 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବେଙ୍ଗଲରେ ମମତା ଯୁଗର ଅନ୍ତ; ଫୁଟିଲା ପଦ୍ମ

by Voice of Victims
May 4, 2026
in ଦେଶ ବିଦେଶ, ମୁଖ୍ୟ ଖବର
ବେଙ୍ଗଲରେ ମମତା ଯୁଗର ଅନ୍ତ; ଫୁଟିଲା ପଦ୍ମ

ବେଙ୍ଗଲରେ ମମତା ଯୁଗର ଅନ୍ତ ଘଟିଛି । ସମସ୍ତଙ୍କୁ ଚମକାଇ ଦେଇଛି ପଶ୍ଚିମବଙ୍ଗର ଫଳାଫଳ । ପଶ୍ଚିମ ବଙ୍ଗରେ ବିଜେପି ବହୁମତ ସଂଖ୍ୟାଗରିଷ୍ଠତା ହାସଲ କରିଛି, ଯାହା ଫଳରେ ଏକ ଐତିହାସିକ ମୋଡ଼ ସୃଷ୍ଟି ହୋଇଛି ।

ପଶ୍ଚିମବଙ୍ଗ ବିଧାନସଭାର ମୋଟ ୨୯୪ ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ୧୭୩ଟି ଆସନରେ ଆଗୁଆ ଥିବାବେଳେ ତୃଣମୂଳ କଂଗ୍ରେସ ୮୫ଟି ଆସନରେ ଆଗରେ ରହିଛି । ସଂଖ୍ୟାଗରିଷ୍ଠତା ଅଙ୍କ ୧୪୮ ରହିଥିବାବେଳେ ବିଜେପି ଏହି ଅଙ୍କ ପାର କରିସାରିଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପଛରେ ପଡିଛନ୍ତି । ଅଧିକାରୀ ପୁଣି ଥରେ ନନ୍ଦୀଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଏବଂ ଭବାନୀପୁରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ।

Post Views: 11
Share197Tweet123Send
Voice of Victims

Voice of Victims

Recent Posts

  • ଗ୍ୟାସ ଲିକ ଘଟଣାରେ ମୃତ ଲଳିତ ପ୍ରହରାଜଙ୍କ ସ୍ମୃତି ଚାରଣ ସଭା
  • କୋଲକତା ପୋଲିସର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଆଜି ବିଜୟ ସେଲିବ୍ରେସନ ମନା
  • ହାରିଗଲେ ରାହୁଲ ଗାନ୍ଧୀଙ୍କ ବବ୍ବର ଶେର ଗୌରବ ଗୋଗୋଇ
  • ତାମିଲନାଡୁରେ ବିଜୟଙ୍କ TVK ନମ୍ବର ୧
  • ବେଙ୍ଗଲରେ ମମତା ଯୁଗର ଅନ୍ତ; ଫୁଟିଲା ପଦ୍ମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In