• About Us
  • Contact Us
Wednesday, July 16, 2025
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଏଫଏମ କଲେଜର ନିଲମ୍ୱିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ

by Voice of Victims
July 14, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା ଅଭିଯୋଗ
ଏଫଏମ କଲେଜର ନିଲମ୍ୱିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ

ବାଲେଶ୍ୱର; ଏଫଏମ କଲେଜର ନିଲମ୍ୱିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ । ଦିଲ୍ଲୀପ ଘୋଷଙ୍କୁ ଗିରଫ କଲା ସହଦେବ ଖୁଣ୍ଟା ଥାନା ପୁଲିସ । ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲାରେ ହୋଇଥିଲେ ନିଲମ୍ୱିତ । ଦିଲ୍ଲୀପ ଘୋଷଙ୍କୁ ନିଲମ୍ୱନ କରିଥିଲା ଉଚ୍ଚଶିକ୍ଷା ବିଭାଗ ।

ଦିଲ୍ଲୀପଙ୍କ ଗିରଫ ପାଇଁ ଦାବି କରିଥିଲେ ପୀଡ଼ିତାଙ୍କ ବାପା । ବାଲେଶ୍ୱର ଏଫଏମ କଲେଜରେ ଅଧ୍ୟାପକଙ୍କ ଦ୍ବାରା ନିର୍ୟାତିତ ହୋଇ ପ୍ରିନ୍ସପାଲଙ୍କ ଦ୍ବାରସ୍ଥ ହୋଇଥିଲେ ଜଣେ ଛାତ୍ରୀ । ହେଲେ ସେଠାରୁ ବାରମ୍ୱାର ନିରାଶ ହେବା ପରେ ସେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଏହି ଘଟଣା ସାରା ରାଜ୍ୟ ରାଜନୀତିକୁ ହଲଚଲ କରିଦେଇଛି । ଘଟଣା ପରେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା ବେଳେ ଅଧ୍ୟଙ୍କୁ ନିଲମ୍ୱନ କରାଯାଇଥିଲା ।

ଏବେ ଅଧ୍ୟକ୍ଷ ମଧ୍ୟ ଗିରଫ ହୋଇଛନ୍ତି । ସେପଟେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଛାତ୍ରୀ ଜଣକ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।

Post Views: 32
Share200Tweet125Send
Voice of Victims

Voice of Victims

Recent Posts

  • ବଢିବ ଅଧିକାରୀ ମାନଙ୍କ ପ୍ରଶାସନିକ ଦକ୍ଷତା, ଫାଇଲ ବିଳମ୍ବ ରୋକିବାକୁ ସରକାରଙ୍କ ପ୍ରୟାସ
  • ଲୋୟର ପିଏମଜିରେ ବ୍ୟାରିକେଟ ଭାଙ୍ଗିଲେ ବିଜେଡି କର୍ମୀ, ପାଣି ପରେ ଟିୟର ଗ୍ୟାସ ମାଡ଼ କଲା ପୋଲିସ
  • କେନ୍ଦ୍ରାପଡ଼ା ଡେରାବିଶରେ ବାର୍ଡ ଫ୍ଲୁ , ଆଜି ସୁଦ୍ଧା ମୋଟ ୨୩୮ଟି କୁକୁଡା ମରିଥିବା ସୂଚନା
  • ପ୍ରବଳ ବର୍ଷା ଯୋଗୁଁ ଅମରନାଥ ଯାତ୍ରା ସ୍ଥଗିତ, ଖବରକୁ ଗୁଜବ ବୋଲି କହିଲେ ଜମ୍ମୁ କଶ୍ମୀର DIPRO
  • ସାପ୍ତାହିକ ପତ୍ରିକା ତେଜସ୍ବିନୀର ଡିଜିଟାଲ ମିଡିଆ ଲୋକାର୍ପଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In