• About Us
  • Contact Us
Sunday, May 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପୋଷ୍ଟିଂ ଅର୍ଡର ବିଳମ୍ବ ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ: ଦାୟୀ ଅଧିକାରୀଙ୍କଠୁ ଆଦାୟ ହେବ ବେତନ

by Voice of Victims
May 16, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ପୋଷ୍ଟିଂ ଅର୍ଡର ବିଳମ୍ବ ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ: ଦାୟୀ ଅଧିକାରୀଙ୍କଠୁ ଆଦାୟ ହେବ ବେତନ

ସରକାରୀ କର୍ମଚାରୀଙ୍କ ଜଏନିଂ ଓ ପୋଷ୍ଟିଂ ଅର୍ଡର ପ୍ରଦାନରେ ଅଯଥା ବିଳମ୍ବ ହେବାକୁ ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଅର୍ଥ ବିଭାଗ ପକ୍ଷରୁ ଏନେଇ ସର୍କୁଲାର ଜାରି କରି ସମସ୍ତ ସଚିବଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ସର୍କୁଲାରେ କୁହାଯାଇଛି, ପୋଷ୍ଟିଂ ଅର୍ଡର ଦେବାରେ ବିଳମ୍ବ ହେଲେ ଯେଉଁ କର୍ମଚାରୀଙ୍କର ନିଷ୍କ୍ରିୟ ବେତନ ଅପଚୟ ହେବ, ତାହା ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଠାରୁ ଆଦାୟ କରାଯିବ । ୧୨୦ ଦିନ କିମ୍ବା ୬ ମାସରୁ ଅଧିକ ସମୟ ପାଇଁ ପୋଷ୍ଟିଂ ବୃଦ୍ଧି ପ୍ରସ୍ତାବକୁ ସରକାର ଗ୍ରହଣ କରିବେ ନାହିଁ ।

Post Views: 24
Share199Tweet124Send
Voice of Victims

Voice of Victims

Recent Posts

  • ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ
  • NEET-UG ପେପର ଲିକ୍ ମାମଲା, ମାଷ୍ଟର ମାଇଣ୍ଡ ବଟାନି ଶିକ୍ଷୟିତ୍ରୀଙ୍କୁ ଗିରଫ କଲା CBI
  • ପେଟ୍ରୋଲ ଓ ଡିଜେଲ ପରେ ଏବେ ମୋବାଇଲ ରିଚାର୍ଜ ପାଳି !
  • ପତଞ୍ଜଳି ପକ୍ଷରୁ ଖାଇବା ତେଲ ଓ ପେଟ୍ରୋଲ ବ୍ୟବହାର ହ୍ରାସ ପାଇଁ ସଂକଳ୍ପ ପାଠ
  • ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In