ଭୁବନେଶ୍ବର: ମହତାବ ରୋଡକୁ ସଂଯୋଗ କରୁଥିବା ଅନନ୍ତ ନଗର ଲେନ ୨ ଏବଂ ଲେନ ୩ରେ ଥିବା ଗଳିରେ ଦୀର୍ଘ ଦିନ ହେବ ୧୦ରୂ ଅଧିକ କୁକୁର ଙ୍କ ର ଉତ୍ପାତ ଦେଖିବାଳୁ ମିଳୁଛି। ବିଶେଷ କରି ମଧ୍ୟାହ୍ନ ସମୟ ଆଉ ରାତ୍ରି ସମୟରେ ସେହିବାଟ ଦେଇ ଯାଉଥିବା ପଦଚାରୀ ମାନଙ୍କୁ ଘେରି ଯାଇ ଭୋକିବା ସହିତ କାମୁଡି ଗୋଡାଉଛନ୍ତି l ବାରମ୍ବାର ବିଏମସି ଟୋଲ ଫ୍ରି ନମ୍ବରରେ ଅଭିଯୋଗ ସତ୍ତ୍ବେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ l ତେଣୁ ବିଏମସି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କୌଣସି ଜନ ଜୀବନକୁ କ୍ଷତି ପହଞ୍ଚିବା ଆଗରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।
