• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିଶ୍ୱ ରାଜନୀତିରେ ହଇଚଇ, ପୁଟିନ୍‌‌ ଓ କିମ୍‌‌ ଜୋଙ୍ଗ୍‌‌ ଏକାଠି

by Voice of Victims
June 21, 2024
in ଦେଶ ବିଦେଶ, ମୁଖ୍ୟ ଖବର
ବିଶ୍ୱ ରାଜନୀତିରେ ହଇଚଇ, ପୁଟିନ୍‌‌ ଓ କିମ୍‌‌ ଜୋଙ୍ଗ୍‌‌ ଏକାଠି

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌‌ ଓ ଉତ୍ତର କୋରିଆ ଶାସକ କିମ୍‌‌ ଜୋଙ୍ଗ୍‌‌ ଉନ୍‌‌ଙ୍କ ବନ୍ଧୁତାର କିଛି ରୋଚକ ଦୃଶ୍ୟ ବିଶ୍ୱ ରାଜନୀତିରେ ଏବେ ହଇଚଇ ସୃଷ୍ଟି କରିଛି। ଦୁନିଆର ଦୁଇ ଶକ୍ତିଶାଳୀ ରାଜନେତା ପରସ୍ପର ସହିତ ଏଭଳି ହାତ ମିଳାଇଛନ୍ତି ଯେ ଯାହାକୁ ଦେଖି ନାଟୋ ଦେଶଗୁଡିକ ଆଶ୍ଚର୍ୟ୍ୟ ହୋଇଛନ୍ତି। ପୁଟିନ ଉତ୍ତର କୋରିଆ ଗସ୍ତରେ ଯାଇ କିମ୍‌‌ ଜୋଙ୍ଗ୍‌‌ ଉନ୍‌‌ଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାର କରିଛନ୍ତି। ଏହି ଅବସରରେ ଦୁଇ ନେତା ପରସ୍ପରକୁ କିଛି ଉପହାର ଦେଇଛନ୍ତି। ପୁଟିନ କିମ୍‌‌ ଜୋଙ୍ଗ୍‌‌ ଉନ୍‌‌ଙ୍କୁ ଏକ ବିଳାସପୂର୍ଣ୍ଣ ଲିମୋସିନ୍‌‌ ବ୍ରାଣ୍ଡର ଅରୁସ୍‌‌ ନାମକ ଏକ କାର ଉପହାର ଦେଇଛନ୍ତି। ଏହି ଗାଡିଟି ଅନେକ ପ୍ରକାର ଆକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ହେଲେ ସବୁଠାରୁ ଐତିହାସିକ ମୁହୂର୍ତ୍ତ ହେଉଛି ଯେତେବେଳେ କିମ୍‌‌ ଓ ପୁଟିନ୍‌‌ ଉଭୟ ସେହି କାରରେ ବସି ଯାତ୍ରା କରିଥିଲେ। ପୁଟିନ୍‌‌ ନିଜେ ଗାଡି ଚଳାଉଥିବାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ସେହିପରି ପୁଟିନଙ୍କୁ କିମ୍‌‌ ଏକ କୁକୁର ଉପହାର ଦେଇଥିବା ଜଣାପଡିଛି।

Post Views: 69
Tags: In world politics
Share198Tweet124Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In