• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଇଣ୍ଡିଗୋ ଜାରି କଲା ଆଡଭାଇଜରୀ, ବିଦେଶ ଯାଉଥିବା ଯାତ୍ରୀଙ୍କୁ କଲା ଅପିଲ୍

by Voice of Victims
June 14, 2025
in ଦେଶ ବିଦେଶ, ମୁଖ୍ୟ ଖବର
ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଇଣ୍ଡିଗୋ ଜାରି କଲା ଆଡଭାଇଜରୀ, ବିଦେଶ ଯାଉଥିବା ଯାତ୍ରୀଙ୍କୁ କଲା ଅପିଲ୍

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଭାରତୀୟଙ୍କ ସମସ୍ୟା ହୋଇପାରେ । ଏଥିପାଇଁ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି କରିଛି । ଯାତ୍ରା କରୁଥିବା ଲୋକ ବିମାନର ଷ୍ଟାଟସ ଚେକ୍ କରିବାକୁ ଅପିଲ କରାଯାଇଛି । ଇଣ୍ଡିଗୋ ତରଫରୁ କୁହାଯାଇଛି କି, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ଇରାନ ଏୟାରସ୍ପେସ ଉପଯୋଗ କରାଯାଇପାରୁନାହିଁ । ତେଣୁ କିଛି ବିମାନର ରୁଟ୍ ପରିବର୍ତ୍ତନ କରାଯାଇଛି, ଆଉ କିଛି ବିମାନ ବିଳମ୍ବରେ ଚାଲୁଛି ।

ଇଣ୍ଡିଗୋ ତରଫରୁ ବିଦେଶ ଯାଉଥିବା ଯାତ୍ରୀଙ୍କୁ ଅପିଲ କରାଯାଇଛି ଯେ, ଘରୁ ବାହାରିବା ପୂର୍ବରୁ ନିଜର ଫ୍ଲାଇଟ ଷ୍ଟାଟସ ଚେକ୍ କରନ୍ତୁ । ତାଜା ଅପଡେଟ ଚେକ୍ କରି ଘରୁ ବାହାରନ୍ତୁ । ଆଡଭାଇଜରୀରେ ଅନୁସାରେ, ଅନେକ ବିମାନ ଯାତ୍ରାରେ ସମୟ ଲାଗିପାରେ ।

ଇଣ୍ଡିଗୋ ତରଫରୁ X ରେ ଲେଖାଯାଇଛି, ଇରାନ ଏବଂ ଆଖପାଖରେ ଏୟାରସ୍ପେସ ଏବେ ଉପଲବ୍ଧ ନାହିଁ । କିଛି ବିମାନର ରୁଟ୍ ପରିବର୍ତ୍ତନ କରାଯାଇଛି, ଏଥିପାଇଁ ସମୟ ମଧ୍ୟ ଅଧିକ ହୋଇପାରେ, ଆଉ କିଛି ବିମାନ ବିଳମ୍ବରେ ଯାତ୍ରା କରିପାରିବେ । ଏୟାରପୋର୍ଟକୁ ବାହାରିବା ପୂର୍ବରୁ ଆମ ୱେବସାଇଟ କିମ୍ବା ମୋବାଇଲ ଆପରେ ନିଜର ଫ୍ଲାଇଟ ଷ୍ଟାଟସ ଚେକ୍ କରିବାକୁ ପରାମର୍ଶ । ଆମ ଟିମ୍ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବାକୁ ଉପଲବ୍ଧ । ଆପଣଙ୍କ ଧୈର୍ଯ୍ୟ ଏବଂ ସୁରକ୍ଷିତ ଯାତ୍ରା ପାଇଁ ଆମେ ସୁନିଶ୍ଚିତ ଚେଷ୍ଟା କରୁଛୁ । ଆପଣଙ୍କୁ କୌଣସି ପ୍ରକାରର ସମସ୍ୟା ନ ହେଉ ।

ଏୟାର ଇଣ୍ଡିଆ ପ୍ରଥମ ଦିନରେ ଆଡଭାଇଜରୀ ଜାରି କରି କହିଥିଲା, ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ୧୬ଟି ବିମାନ ପ୍ରଭାବିତ ହୋଇଥିଲା । ଏହିସବୁ ବିମାନର ରୁଟ୍ ପରିବର୍ତ୍ତନ କରାଯାଇଛି ଏବଂ ଆଉ କିଛି ଭାରତକୁ ଫେରିଯାଇଛି ।

Post Views: 40
Share197Tweet123Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In