• About Us
  • Contact Us
Wednesday, May 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବ୍ଲୁ ବାର୍ଡ ଲଞ୍ଚ କଲା ଇସ୍ରୋ, ମହାକାଶରୁ ମିଳିବ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା

by Voice of Victims
December 24, 2025
in ଦେଶ ବିଦେଶ, ମୁଖ୍ୟ ଖବର
ବ୍ଲୁ ବାର୍ଡ ଲଞ୍ଚ କଲା ଇସ୍ରୋ, ମହାକାଶରୁ ମିଳିବ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା

ଏଣିକି ମହାକାଶରୁ ହାଇସ୍ପିଡ ମୋବାଇଲ ଇଣ୍ଟରନେଟ ସେବା ମିଳିବ । ଇସ୍ରୋ ଆଜି ଲଞ୍ଚ କଲା ବ୍ଲୁ ବାର୍ଡ । ଇସ୍ରୋର ଏହି ବାଣିଜ୍ୟିକ ମିଶନ ସକାଳ ୮ଟା ୫୫ ମିନିଟ୍ ୩୦ ସେକେଣ୍ଡରେ ଉତକ୍ଷେପଣ କରାଯାଇଥିଲା । ମହାକାଶ ଭିତ୍ତିକ ବ୍ରଡବ୍ୟାଣ୍ଡ୍ ଯୋଗାଯୋଗ ସାହାଯ୍ୟରେ ବିନା କୌଣସି ଟାୱାର କିମ୍ବା ସ୍ବତନ୍ତ୍ର ଉପକରଣରେ ସାଧାରଣ ମୋବାଇଲକୁ ମଧ୍ୟ ୪-ଜି ଓ ୫-ଜି ସେବା ମିଳିପାରିବ ।

ଆମେରିକାରୁ ନୂତନ ପିଢ଼ିର ଯୋଗାଯୋଗ ଉପଗ୍ରହ ବହନ କରୁଥିବା LVM-M6 ରକେଟର ଉତ୍କ୍ଷେପଣ ପାଇଁ କାଉଣ୍ଟଡାଉନ୍ ମଙ୍ଗଳବାର ଦିନ ହିଁ ଆରମ୍ଭ ହୋଇଥିଲା । । ଶ୍ରୀହରିକୋଟା ସତୀଶ ଧୱନ ସ୍ପେସ ଷ୍ଟେସନ୨ ନମ୍ବର ଲଞ୍ଚ ପ୍ୟାଡରୁ ମହାକାଶକୁ ଉତକ୍ଷେପଣ ହେଲା ବ୍ଲୁବାର୍ଡ ସାଟେଲାଇଟ୍ । ଭାରତ-ଆମେରିକା ମହାକାଶ ସହଭାଗିତା ଅନୁଯାୟୀ ଆମେରିକାର ଏକ ବାଣିଜ୍ୟିକ ସଂସ୍ଥାର ବ୍ଲୁ ବାର୍ଡ ସିରିଜ ସାଟେଲାଇଟ ଲଞ୍ଚ କଲା ଇସ୍ରୋ । ସାଟେଲାଇଟର ଓଜନ ସାଢେ ୬ ଟନ ରହିଛି ।

ଏହାକୁ ପୃଥିବୀର ନିମ୍ନ କକ୍ଷ ପଥରେ ଅବସ୍ଥାପିତ କରାଯିବ । ଏହି ସାଟେଲାଇଟ ନିରନ୍ତର ହାଇସ୍ପିଡ ସେଲ୍ୟୁଲାର ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେବ । ପ୍ରଥମ ଥର ପାଇଁ ଇସ୍ରୋ ଅଧିକ ଓଜନର ସାଟେଲାଇଟ ଲଞ୍ଚ  କରିଛି । ଗଗନାୟାନ ଲଞ୍ଚ  ପାଇଁ ଡିଜାଇନ ହୋଇଥିବା LVM-3 ରକେଟରୁ ପ୍ରଥମ ଥର ପାଇଁ ବିଦେଶୀ ସାଟେଲାଇଟ ଲଞ୍ଚ  ହୋଇଛି । ଏହା ଦ୍ବାରା ନେକ୍ସଟ ଜେନେରେସନ ସଂଚାର ଉପଗ୍ରହ ଆସିବ ଇଣ୍ଟରନେଟ କ୍ରାନ୍ତି ।

Post Views: 49
Share200Tweet125Send
Voice of Victims

Voice of Victims

Recent Posts

  • ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ, ଶିକ୍ଷା ମହଲରେ ଶୋକର ଛାୟା
  • କଣ୍ଟାବାଞ୍ଜି ପୁର୍ବ ବିଧାୟକ ଆୟୁବ ଖାନଙ୍କ ଵିୟୋଗ, ଥରେ ସ୍ବାଧୀନ ଓ ଥରେ ବିଜେଡିରୁ ବିଧାୟକ ହୋଇଥିଲେ
  • ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା
  • ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ
  • ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In