• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମାଡିଲାଣି ହଇଜା, ବ୍ଲିଚିଂ ପାଇଁ ନିର୍ଦ୍ଦେଶ

by Voice of Victims
June 18, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ମାଡିଲାଣି ହଇଜା, ବ୍ଲିଚିଂ ପାଇଁ ନିର୍ଦ୍ଦେଶ

ବାଲେଶ୍ଵର ( ଭିଓଭି ) ୧୮/୬ : – ଆଜି ବାଲେଶ୍ଵର ଜିଲ୍ଲାର ସିମୁଳିଆ ବ୍ଲକରେ ଝାଡାବାନ୍ତି ରୋଗରେ ୨୫ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଦିନ ଏକ ବୈଠକରେ ଜଳ ଉତ୍ସ ଗୁଡିକରେ ବ୍ଲିଚିଂ ପକାଇ ପ୍ରଦ୍ୟୁଷଣ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସହରର ବିଭିନ୍ନ ଗୁପ୍ ଚୁପ୍ , ଦହିବରା ଷ୍ଟଲ୍ , ମୁଖ୍ୟ ଚିକିତ୍ସାଳୟର ଆହାର କେନ୍ଦ୍ର ସହିତ ଘରୋଇ ୱ।ଟର ବଟଲିଂ ପ୍ଲାଣ୍ଟ ରେ ଚଢ଼ାଉ କରାଯାଇ ଜଳ ନମୂନା ସଂଗ୍ରହ କରାଯାଇଛି ।

ପ୍ରକାଶ ଥାଉକି ବାଲେଶ୍ଵର ସହରରେ ଅଧିକାଂଶ ସ୍ଥାନରେ ପାଇପ୍ ଫାଟି ଯାଇଥିବାରୁ ଡ୍ରେନ ପାଣି ମିଶିଯାଇ ପାଣି ଦୂଷିତ ହେଉଛି । ଫଳରେ ଲୋକମାନେ କିଣା ପାଣି ପିଉଛନ୍ତି । ସହରର ସମସ୍ତ ୱ।ର୍ଡ ରେ ପାଣି ସମସ୍ୟା ଦେଖାଦେଇଛି । ପ୍ରଶାସନ ପକ୍ଷରୁ ଖୁବଶିଘ୍ର ଯଥେଷ୍ଟ ପଦକ୍ଷେପ ନିଆନଗଲେ ହଇଜା ବ୍ୟାପି ବାଲେଶ୍ଵର ପରିସ୍ଥିତି ଭୟାବହ ହେବ ବୋଲି ସାଧାରଣରେ ଭୟ ସୃଷ୍ଟି ହେଉଛି ।

Post Views: 39
Share198Tweet124Send
Voice of Victims

Voice of Victims

Recent Posts

  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା
  • ରାଜ୍ୟରେ ଅସମ୍ଭାଳ ଖରା, ଏବେଠୁ ଅଧିକାଂଶ ସହରରେ ୪୦ ଡିଗ୍ରୀ ଛୁଇଁଲାଣି ତାତି
  • ଅବକାରୀ ବିଭାଗର ନୂଆ ଗାଇଡଲାଇନ, ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ
  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In