• About Us
  • Contact Us
Tuesday, April 14, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କେନ୍ଦୁଝର ଗଡ଼ର ଗଡଦେବୀ ମାଆ ତାରିଣୀଙ୍କ ପୀଠରେ ମହାବିଷୁବ ପଣାସଂକ୍ରାନ୍ତି

by Voice of Victims
April 14, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
କେନ୍ଦୁଝର ଗଡ଼ର ଗଡଦେବୀ ମାଆ ତାରିଣୀଙ୍କ ପୀଠରେ ମହାବିଷୁବ ପଣାସଂକ୍ରାନ୍ତି

ଘଟଗାଁ: କେନ୍ଦୁଝର ଗଡ଼ର ଗଡଦେବୀ ମାଆ ତାରିଣୀଙ୍କ ପୀଠରେ ମହାବିଷୁବ ପଣାସଂକ୍ରାନ୍ତି । ଭୋର ୩ ଟାରୁ ପୂଜକମାନେ ମାଆଙ୍କ ନୀତିକାନ୍ତି ସମାପନ କରିଛନ୍ତି । ରୀତିନୀତି ଅନୁଯାୟୀ ମାଆଙ୍କୁ ଚୁଆ, ଚନ୍ଦନ, କସ୍ତୁରୀ, ଘିଅ, ହଳଦୀ, ଅଁଳା, ଦହି ଏବଂ ଛେନାରେ ମାର୍ଜଣା କରାଯାଇଛି । ପରେ ଗଙ୍ଗାଜଳ, ଗୋଲାପ ଜଳ, କ୍ଷୀର, ନଡ଼ିଆ ପାଣି, ମହୁ ଦେଇ ମାଆଙ୍କ ମହାସ୍ନାନ କରାଯାଇଥିଲା । ପରେ ମାଆ ତାରିଣୀଙ୍କୁ ସୁନାମୁକୁଟ, ସୁନାର ଚକ୍ଷୁ, ଚିତା, ସୁନାର ମୁଖ, ହୀରାର ନୋଥରେ ଆଭୂଷଣ କରାଯାଇଥିଲା ।

ଭୋର ୪ ଘଟିକାରେ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା । ମାଆଙ୍କ ଏହି ଅପୂର୍ବ ସୁନାବେଶ ଦେଖିବା ପାଇଁ ଭୋର ୫ଘଟିକାରେ ପହଡ ଖୋଲିବା ପରେ ଭକ୍ତଙ୍କ ଭିଡ ଲାଗି ରହିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Post Views: 16
Share198Tweet124Send
Voice of Victims

Voice of Victims

Recent Posts

  • ବିହାରର ନୂଆ ସମ୍ରାଟ, ଆସନ୍ତାକାଲି ହେବ ଶପଥ ଗ୍ରହଣ
  • ଆଜି ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୬ ତମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି
  • ମହିଳାଙ୍କୁ ମାସକୁ ୨ ହଜାର ଟଙ୍କା-୩ ମାଗଣା ସିଲିଣ୍ଡର; ତାମିଲନାଡୁ ନିର୍ବାଚନୀ ଇସ୍ତାହାରରେ ବିଜେପିର ପ୍ରତିଶ୍ରୁତି
  • ବିଜେଡି-କଂଗ୍ରେସ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି: ଦେବୀ ମିଶ୍ର
  • କେନ୍ଦୁଝର ଗଡ଼ର ଗଡଦେବୀ ମାଆ ତାରିଣୀଙ୍କ ପୀଠରେ ମହାବିଷୁବ ପଣାସଂକ୍ରାନ୍ତି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In