• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସୁରଭି ମେଳାରେ ମୁଖ୍ଯ ଆକର୍ଷଣ : ମିଶ୍ରଶାଳ

by Voice of Victims
November 14, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସୁରଭି ମେଳାରେ ମୁଖ୍ଯ ଆକର୍ଷଣ : ମିଶ୍ରଶାଳ

ଭୁବନେଶ୍ୱର, ତା-୧୩-୧୧-୨୦୨୫ରିଖ, ଚଳିତବର୍ଷର ରାଜ୍ୟସ୍ତରୀୟ ଶିଶୁମହୋତ୍ସବ “ସୁରଭି-୨୦୨୫’ରେ ଓଡ଼ିଶାର ଏକମାତ୍ର ଭ୍ରାମ୍ୟମାଣ ସଂଗ୍ରହାଳୟ “ମିଶ୍ରଶାଳ’ ଶତାଧିକ ପାରମ୍ପରିକ ଲୋକଉପକରଣ ନେଇ “ମିଶ୍ରଶାଳ’ ଶତାଧିକ ପାରମ୍ପରିକ ଲୋକଉପକରଣ ନେଇ ‘ହଜିଯାଇଥିବା ଲୋକଉପକରଣ” ଷ୍ଟଲରେ ଦୁଇଦିନଧରି ପ୍ରଦର୍ଶନ କରି ଶିକ୍ଷାର୍ଥୀ, ଶିକ୍ଷାବିତ୍, ଓ ଆଗ୍ରହୀ ଦର୍ଶକମାନଙ୍କର ଉତ୍ସାହର କେନ୍ଦ୍ରବିନ୍ଦୁ ପାଲଟିଛି । ମିଶ୍ରଶାଳର ପ୍ରତିଷ୍ଠାତା ସମ୍ପାଦକ ପ୍ରଖ୍ୟାତ ଲେଖକ, ଗବେଷକ, ସାହିତ୍ୟିକ ଓ ଶିକ୍ଷାବିତ୍ ଏଠାରେ ତାଳପତ୍ର, ବାଁଉଶକାଠି, ନଡିଆକତା, ମାଟି, ସୂତା, ଖଡିକା, ଇତ୍ୟାଦିରେ ବିଭିନ୍ନ ପ୍ରକାରର ଶିକ୍ଷଣ ଉପଯୋଗୀ ସାମଗ୍ରୀମାନ ପିଲାମାନଙ୍କୁ ତିଆରି କରିବା ଶିଖାଉଛନ୍ତି ।

ପିଲାମାନେ ନିଜ ହାତରେ ଜିନିଷ ତିଆରିକରି, ବହୁତ ଖଉସି ହେଉଛନ୍ତି । ଚଳନ୍ତିପିଢୀ ନିକଟରେ ଅତୀତକୁ ଉଭା କରାଇବା ଉଦେ୍ଦଶ୍ୟରେ ମିଶ୍ରଶାଳର ଏଇ ଆଭିମୁଖ୍ୟକୁ ଦର୍ଶକମାନେ ଉଚ୍ଚ ପ୍ରଶଂସା କରୁଛନ୍ତି । ଏଇ ମେଳା ପରିସରସ୍ଥ ଆଠନମ୍ବରରେ ଥିବା ଏଇ ଷ୍ଟଲରେ ଦର୍ଶକମାନଙ୍କ ଆଗ୍ରହ ଓ ଉତ୍ସାହ ପରିଲକ୍ଷିତ ହେଉଛି ।

Post Views: 62
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In