• About Us
  • Contact Us
Saturday, June 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ମେଗା ରକ୍ତଦାନ ଶିବିର

by Voice of Victims
June 27, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ମେଗା ରକ୍ତଦାନ ଶିବିର

ଗର୍ବ ଗୌରବ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମ ଦି ଦିନ ନ ଉପଲକ୍ଷେ ଗୋପ ଜଳସଂପଦ ବିଭାଗ ଡ଼ାକବଙ୍ଗଳା ଠାରେ ନିମାପଡା ଗୋପ ଯୁବମୋର୍ଚ୍ଚା ତରଫରୁ ଭୁବନେଶ୍ଵର ଭାରତୀୟ କ୍ୟାପିଟାଲ ହସ୍ପିଟାଲ ବ୍ଲଡ୍ ବ୍ୟାଙ୍କର କାର୍ଯ୍ୟକର୍ତ୍ତା ଡାକ୍ତର ମହମଦ ସରିଦ.ସ‌ହଯୋଗ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି ଏହି ଶିବିରକୁ ମାନ୍ୟବର ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦ୍‌ଘାଟନ କରିଥିଲେ।

ଏହି ଶିବିରରେ ୫୩ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିବା ବେଳେ ରକ୍ତଦାଳ ଏକ ମହତଦାନ ବୋଲି ପୂର୍ବତନ ମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଏହି ଶିବିରରେ ବରିଷ୍ଠ ନେତୃତ୍ବ, ଜୀବନାନନ୍ଦ ମହାପାତ୍ର, ପୂର୍ବତନ ନିମାପଡା ନଗର କାଉନସିଲର-ବିମଳେନ୍ଦୁ ସ୍ଵାଇଁ, ଯୁବ ନେତୃତ୍ବ ମନ୍ଦୀପ ପାଇକରାୟ, ପ୍ରକାଶ ପ୍ରଧାନ, ପ୍ରତାପ ପରିଡା, କୃଷ୍ଣଚନ୍ଦ୍ର ବେହେରା, କମଳାକାନ୍ତ ମହାନ୍ତି, ଜ୍ୟୋସ୍ନା ରାଣୀ ପୃଷ୍ଟି ପ୍ରମୁଖ ଯୋଗ ଦେଇ ୫୩ ୟୁନିଟ ରକ୍ତ ସଂଗ୍ରହ କରିବା ସହିତ ରକ୍ତଦାନ ଭଳି ମହତ କାର୍ଯ୍ୟ ସଫଳ ହେଇଛି।

Post Views: 18
Share198Tweet124Send
Voice of Victims

Voice of Victims

Recent Posts

  • ଆମେରିକା-ଇରାନ ପୁଣି ମୁହାଁମୁହିଁ, ଶାନ୍ତି ଚୁକ୍ତି ପ୍ରଥମେ ଇରାନ ଉଲଂଘନ କରିଛି କହିଲେ ଟ୍ରମ୍ପ
  • ପାକିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା ୫.୫
  • ଜୁନ୍ ୨୮ କିମ୍ବା ୨୯ ରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ
  • ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ହାଇ-ଟେକ୍ ନଜର ଏବଂ ଡିଜିଟାଲ୍ ସର୍ଭେଲାନ୍ସ ରହିବ ଶ୍ରୀକ୍ଷେତ୍ର
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ମେଗା ରକ୍ତଦାନ ଶିବିର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In