• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ମିଶ୍ରଶାଳ

by Voice of Victims
January 7, 2025
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ରେଭେନ୍ସା ବିଶ୍ଵବିଦ୍ୟାଳୟରେ ମିଶ୍ରଶାଳ

କଟକ (ଭିଓଭି): ରେଭେନ୍ସା ଵିଶ୍ଵବିଦ୍ୟାଳୟର ଶିକ୍ଷା ଵିଭାଗ ଓ ଭାରତୀୟ ପାରମ୍ପରିକ ଵିଦ୍ୟା ଜ୍ଞାନଵିଜ୍ଞାନ ପରିଷଦ, କାନପୁରର ମିଳିତ ଆନୁକୂଲ୍ୟରେ ରେଭେନ୍ସା ପରିସରସ୍ଥ ସେଭେନ୍ ପିଲାରରେ ଅନୁଷ୍ଠିତ ୟୁଥ୍ କନକ୍ଲେଭର କର୍ମଶାଳାରେ ଵିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ, ବିଦ୍ୟାଳୟସ୍ତରୀୟ ପାରମ୍ପରିକ ପ୍ରଦର୍ଶନୀରେ ମିଶ୍ରଶାଳ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ପାରମ୍ପାରିକ ଲୋକ ଉପକରଣ ପ୍ରଦର୍ଶନ କରି ଵେଶ ଚର୍ଚ୍ଚିତ ଓ ପ୍ରଶଂସିତ ହୋଇଥିଲେ। ଵିଶେଷତଃ ଉତ୍ସଵର ମୁଖ୍ୟଵକ୍ତା ଆଇଆଇଟି କାନପୁରର ଏରୋସ୍ପେସ୍ ଇଞ୍ଜିନିୟରିର ବରିଷ୍ଠ ପ୍ରଫେସର୍ ତଥା କଲିକତାସ୍ଥିତ ଏନଆଇଟି ଟିର ନିର୍ଦ୍ଦେଶକ ପ୍ରଫେସର୍ ଦେଵୀପ୍ରସାଦ ମିଶ୍ର ଵିଦ୍ୟା ବିଜ୍ଞାନ ପରିଷଦ ଓ ବିଶ୍ବଵିଦ୍ୟାଳୟର ଶିକ୍ଷା ଵିଭାଗ ତରଫରୁ ମିଶ୍ରଶାଳର ପ୍ରତିଷ୍ଠାତା ଡକ୍ଟର ଅଜୟ କୁମାର ମିଶ୍ରଙ୍କୁ ସମ୍ଵର୍ଦ୍ଧିତ କରିଥିଲେ।

ମିଶ୍ରଶାଳର ଶତାଧିକ ଉପକରଣ ଦେଖି, ଶିକ୍ଷା ଵିଭାଗ ମୁଖ୍ୟ ପ୍ରଫେସର ଶରତ କୁମାର ରାଉତ, ପ୍ରଫେସର ସୁଦର୍ଶନ ମିଶ୍ର, ସଂଯୋଜକ ପ୍ରଫେସର ବିକଳିଚରଣ ଦାସ ଓ ସ୍ନାତକୋତ୍ତର ତଥା ସ୍ନାତକ ଶ୍ରେଣୀର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଶିକ୍ଷାର୍ଥୀମାନେ ପରିଦର୍ଶନ କରି ଉତ୍ସାହିତ ହୋଇଥିଲେ । ଜାତୀୟ ଶିକ୍ଷାନୀତିର ଆଭିମୁଖ୍ୟକୁ ମିଶ୍ରଶାଳ ସଫଳ କରୁଛି ଵୋଲି ସମସ୍ତେ ମତଵ୍ୟକ୍ତ କରିଥିଲେ।

Post Views: 59
Share200Tweet125Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In