ରଣପୁର (ଭିଓଭି) : ନୟାଗଡ ଜିଲ୍ଲା ରଣପୁର ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଯୋଗ ଦେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସରକାରଙ୍କ ଅକ୍ଟୋବର ୧୭, ୨୦୨୪ ତାରିଖରେ ଚିଠି ନମ୍ବର RDM-GOEA-MISC-0071-2024- 35608ରେ ୧୧୮ ଜଣ ଓଏଏସ ଅଫିସରଙ୍କ ବଦଳି ହୋଇଥିବା ପ୍ରକାଶ ପାଇଛି । ଛତ୍ରପୁର ଡେପୁଟି କଲେକ୍ଟର ଭାବେ ଥିବା ଆର୍ଯ୍ୟ କୁମାର ସର୍ବଦାମନ ରଣପୁର ତହସିଲଦାର ଭାବେ ବଦଳି ହୋଇଥିବା ଜଣାପଡ଼ିଛି।
