ରାଜ୍ୟରେ ସିଟି ଇକୋନୋମିକ ରିଜିଅନ ଗଠନ ପାଇଁ ପ୍ରସ୍ତାବ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ରାଜ୍ୟରେ ସିଟି ଇକୋନୋମିକ ରିଜିଅନ ଗଠନ ପାଇଁ ପ୍ରସ୍ତାବ । ସମ୍ବଲପୁର-ସୁନ୍ଦରଗଡ଼-ଝାରସୁଗୁଡ଼ା-ବରଗଡ଼ ଏବଂ ଅନୁଗୋଳ-ଢେଙ୍କାନାଳକୁ ପୃଥକ ‘ସିଟି ଇକୋନୋମିକ ରିଜିୟନ’ରେ ବିକଶିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ...














