• About Us
  • Contact Us
Sunday, June 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପତଞ୍ଜଳି ପକ୍ଷରୁ ଭୂକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସାମୁହିକ ଯଜ୍ଞ

by Voice of Victims
June 28, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ପତଞ୍ଜଳି ପକ୍ଷରୁ ଭୂକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସାମୁହିକ ଯଜ୍ଞ

କଟକ, ଭେନେଜୁଏଲାରେ ଘଟିଯାଇଥିବା ଭୟଙ୍କର ଭୂକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପତଞ୍ଜଳି ଯୋଗପୀଠ ପକ୍ଷରୁ ନୂଆବଜାର ବେଲେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସାମୁହିକ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟ ପ୍ରଭାରୀ ସୁନିଲ ଶର୍ମା, ଶିଶିର ଜେନା ଓ ନିମାଇଁ ଜେନାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସତ୍ୟ ରଞ୍ଜନ ଷଡ଼ଙ୍ଗୀ, ସାଗର ନାୟକ, ହୃଷିକେଶ ସାହୁ, କୁରେଶ ପାତ୍ର, ସାଧୁଚରଣ ସ୍ବାଇଁ, ସୁଧାଂଶୁ ମହାନ୍ତି, ନିତାଇ ବଳ, ଅମୂଲ୍ୟ ମହାନ୍ତି, ଗଜେନ୍ଦ୍ର ସ୍ବାଇଁ, ମହେନ୍ଦ୍ର ତ୍ରିପାଠୀ, ଚଣ୍ଡେଶ୍ଵର ବେହେରା, ସନ୍ତୋଷ ଦାଶ, ଦେବାଶିଷ ପ୍ରଧାନ, ସ୍ମୃତିରଞ୍ଜନ ମୁଦୁଲି, ସନ୍ତୋଷ ରାୟ, ସୌରଭ ସାହୁ, କବିତା କରଣ, ଜୟନ୍ତୀବାଳା ମହାନ୍ତି, ଗୀତାଞ୍ଜଳି ଶତପଥୀ, ଝୁନାରାଣୀ ବେହେରା, ସ୍ମୃତିସ୍ନିଗ୍ଧା ମହାପାତ୍ର, ପାର୍ବତୀ ବିଶ୍ଵାଳ, ମନୋରମା ବିଶ୍ଵାଳ, ଦୀପ୍ତି ସ୍ବାଇଁ, ଓ ମୋନାଲିସା ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଶ୍ରୀଧରଚନ୍ଦ୍ର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ହନୁମାନ ଚାଳିଶା, ଜଗନ୍ନାଥ ଅଷ୍ଟକମ୍ ଓ ରାମଚରିତ ମାନସ ପାଠ କରାଯାଇଥିଲା।

Post Views: 41
Share198Tweet124Send
Voice of Victims

Voice of Victims

Recent Posts

  • ପତଞ୍ଜଳି ପକ୍ଷରୁ ଭୂକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସାମୁହିକ ଯଜ୍ଞ
  • ଏସୀୟ କ୍ରୀଡ଼ାରେ ଖେଳିବେ ନୀରଜ
  • ଜାପାନରେ ଭୂକମ୍ପ ଝଟକା, ତୀବ୍ରତା ୬.୧
  • ୩ ପର୍ଯ୍ୟନ୍ତ ପ୍ରବଳ ବର୍ଷା
  • ୧୫ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In