• About Us
  • Contact Us
Sunday, May 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ପତଞ୍ଜଳି ପକ୍ଷରୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ନିମନ୍ତେ ପ୍ରାକ ପ୍ରସ୍ତୁତି

by Voice of Victims
May 30, 2026
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ପତଞ୍ଜଳି ପକ୍ଷରୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ନିମନ୍ତେ ପ୍ରାକ ପ୍ରସ୍ତୁତି

କଟକ, ଆସନ୍ତା ଜୁନ୍ ମାସ ୨୧ ତାରିଖରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହେବାକୁ ଯାଉଅଛି। ଚଳିତ ବର୍ଷର ଥିମ୍ ରଖାଯାଇଛି ‘ସ୍ବାସ୍ଥ୍ୟପ୍ରଦ ବାର୍ଦ୍ଧକ୍ୟ ପାଇଁ ଯୋଗ’। ପତଞ୍ଜଳି ଯୋଗପୀଠ ପକ୍ଷରୁ ଯୋଗ ଦିବସ ନିମନ୍ତେ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ପ୍ରଭାରୀ ସୁନିଲ ଶର୍ମା, ଶିଶିର ଜେନା ଓ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ମାର୍ଗଦର୍ଶନରେ କଟକର ବିଭିନ୍ନ ସ୍ଥାନରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କମନ୍ ଯୋଗ ପ୍ରୋଟୋକଲ ଅଭ୍ୟାସ କରାଯିବା ସହ ଜନ ଭାଗିଦାରୀ ପାଇଁ ଆହ୍ୱାନ କରାଯାଉଛି।

ଅନ୍ୟମାନଙ୍କ ମଧ୍ୟରେ ସାଗର ନାୟକ, ଚଣ୍ଡେଶ୍ଵର ବେହେରା, ନିତାଇ ବଳ, ମହେନ୍ଦ୍ର ତ୍ରିପାଠୀ, ଝୁନାରାଣୀ ବେହେରା, କବିତା କରଣ, ଶୋଭା ଦାଶ, ସୁରଭି ରାଉତ, ସବିତା ପରିଡ଼ା, ପ୍ରମୋଦ ସାହୁ, ସବିତା ଦାସ, ପ୍ରସନ୍ନ ଭୂୟାଁ, ସନ୍ତୋଷ ରାୟ, ଜ୍ୟୋତି ରଞ୍ଜନ ମୁଦୁଲି, ସୁଧାଂଶୁ ମହାନ୍ତି, କୁରେଶ ପାତ୍ର, ଶରତ ପଣ୍ଡା, ତ୍ରିନାଥ ଦାସ, ଦୂର୍ବାଦଳ ସାହୁ, ଉଷାରାଣୀ ଜେନା, ଗୋଲେଖ ପ୍ରଧାନ, ହୃଷିକେଶ ସାହୁ ଓ ରାମଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Post Views: 13
Share198Tweet124Send
Voice of Victims

Voice of Victims

Recent Posts

  • ବିଶ୍ୱ ତୈଳ ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଭାରତ ସରକାର
  • କମିଲା ତାତି, ୬ ଯାଏ କାଳବୈଶାଖୀ
  • ଥାର୍ଡ ଡିଗ୍ରୀ ଘଟଣାରେ ଆକ୍ସନ,ବଦଳିଲେ ବାରଙ୍ଗ ଥାନା ଆଇଆଇସି
  • ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ ଘଟଣା, ୫ ଗିରଫ
  • ଅଭିଷେକ ବାନାର୍ଜୀଙ୍କ ପରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ, ବିଜେପି କହିଲା ସବୁ ଡ୍ରାମା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In