• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିଶ୍ୱରେ ନିଜ ପରିଚୟକୁ ମଜବୁତ କରିଛନ୍ତି ପିଏମ ମୋଦୀ: ୧୦ ବର୍ଷ ମଧ୍ୟରେ ମିଳିଛି ୨୦ଟି ଦେଶରୁ ସମ୍ମାନ

by Voice of Victims
December 23, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବିଶ୍ୱରେ ନିଜ ପରିଚୟକୁ ମଜବୁତ କରିଛନ୍ତି ପିଏମ ମୋଦୀ: ୧୦ ବର୍ଷ ମଧ୍ୟରେ ମିଳିଛି ୨୦ଟି ଦେଶରୁ ସମ୍ମାନ

ନୂଆଦିଲ୍ଲୀ: ଗତ ଦଶନ୍ଧିରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ବିଶ୍ୱ ପରିଚୟକୁ ମଜବୁତ କରିଛନ୍ତି। ଏହାର ପ୍ରମାଣ ହେଉଛି ଗତ ୧୦ ବର୍ଷ ମଧ୍ୟରେ ସେ ୨୦ଟି ଦେଶରୁ ସମ୍ମାନ ହାସଲ କରିଛନ୍ତି।୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଫଗାନିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ଅମିର ଅମାନୁଲ୍ଲା ଖାନଙ୍କ ଦ୍ଵାରା ପ୍ରଦାନ କରାଯାଇଛି। ୨୦୧୬ ମସିହାରେ ପିଏମ ମୋଦୀଙ୍କୁ ସାଉଦି ଆରବର ସର୍ବୋଚ୍ଚ ନାଗରିକ ସମ୍ମାନ ‘ରାଜା ଅବଦୁଲ ଅଜିଜ ସୈଶ’ ପ୍ରଦାନ କରିଥିଲେ। ଇସ୍ରାଏଲ ସହ ଯୁଦ୍ଧ କରୁଥିବା ପାଲେଷ୍ଟାଇନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୨୦୧୮ ମସିହାରେ ଗ୍ରାଣ୍ଡ କଲର ଅଫ୍ ଦ ଷ୍ଟେଟ ପାଲେଷ୍ଟାଇନ ପୁରସ୍କାରରେ ସମ୍ମାନିତ କରିଛି। ସଂଯୁକ୍ତ ଆରବ ଏମିରେଟ୍ସ ୨୦୧୯ ରେ ପିଏମ ମୋଦୀଙ୍କୁ ଅର୍ଡର ଅଫ ଜାୟଦ ପୁରସ୍କାରରେ ସମ୍ମାନିତ କରିଛି। ୨୦୧୯ ମସିହାରେ ମାଲଦ୍ୱୀପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଶାନ ଇଜୁଦ୍ଦିନ ସମ୍ମାନରେ ସମ୍ମାନିତ କରିଥିଲେ। ତେବେ ସେହି ସମୟରେ ମହମ୍ମଦ ମୁଇଜୁ ସରକାରରେ ନଥିଲେ। ୨୦୧୯ ରେ ବହରୀନର ଦି କିଙ୍ଗ ହମାଦ ଅର୍ଡର ଅଫ ରେନେନ୍ସା ସମ୍ମାନରେ ପିଏମ ମୋଦୀଙ୍କୁ ସମ୍ମାନିତ କରାଯାଇଛି। ପିଏମ ମୋଦୀ ୨୦୧୯ ରେ ରୁଷର ଦ ଅଫ ସେଣ୍ଟ ଆଣ୍ଡ୍ରାୟୁ ଦ ଏପୋଷ୍ଟଲ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଆମେରିକା ପିଏମ ମୋଦୀଙ୍କୁ ୨୦୨୦ ମସିହାରେ ଆମେରିକା ସଶସ୍ତ୍ର ବାହିନୀ ପୁରସ୍କାର ଏବଂ ଲିଜିନ୍ ଅଫ୍ ମେରିଟ୍ ଆୱାର୍ଡରେ ସମ୍ମାନିତ କରିଛି। ୨୦୨୩ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଲାଉର ଏବାକଲ ଆୱାର୍ଡରେ ସମ୍ମାନିତ କରାଯାଇଅଛି। ୨୦୨୧ ମସିହାରେ ଭୁଟାନର ସର୍ବୋଚ୍ଚ ସମ୍ମାନ, ଅର୍ଡର ଅଫ୍ ଦ ଡୁକ୍ ଗ୍ୟାଲପୋ ସମ୍ମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରାଯାଇଥିଲା।

Post Views: 101
Share202Tweet126Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In