• About Us
  • Contact Us
Monday, August 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଗ୍ୟାଙ୍ଗଟକ୍ ଯୁବପିଢିଙ୍କ ସହିତ ଫୁଟବଲ ଖେଳିଲେ ପ୍ରଧାନମନ୍ତ୍ରୀ ମୋଦି, ସୋସିଆଲ ମିଡିଆରେ ଫଟୋ କଲେ ପୋଷ୍ଟ

by Voice of Victims
April 28, 2026
in ଦେଶ ବିଦେଶ, ମୁଖ୍ୟ ଖବର
ଗ୍ୟାଙ୍ଗଟକ୍ ଯୁବପିଢିଙ୍କ ସହିତ ଫୁଟବଲ ଖେଳିଲେ ପ୍ରଧାନମନ୍ତ୍ରୀ ମୋଦି, ସୋସିଆଲ ମିଡିଆରେ ଫଟୋ କଲେ ପୋଷ୍ଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ସିକ୍କିମ ଗସ୍ତରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସିକ୍କିମର ୫୦ତମ ସ୍ଥାପନା ଦିବସ ସମାରୋହରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ୟାଙ୍ଗଟକର ଯୁବପିଢିଙ୍କ ସହିତ ଫୁଟବଲ୍ ଖେଳିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ନିଜେ ମୋଦି ।

ପ୍ରଧାନମନ୍ତ୍ରୀ ଫଟୋ ପୋଷ୍ଟ କରି କହିଛନ୍ତି, ‘ଗ୍ୟାଙ୍ଗଟକରେ ସୁନ୍ଦର ସକାଳ, ସିକ୍କିମରେ ମୋର ଛୋଟ ବନ୍ଧୁଙ୍କ ସହିତ ଫୁଟବଲ ଖେଳିବାର ମଜା କିଛି ଅଲଗା’…. ।

ଅନ୍ୟ ଏକ ପୋଷ୍ଟରେ ମୋଦି କହିଛନ୍ତି, ସତରେ ଏହି ଯୁବପିଢିଙ୍କ ସହିତ ଫୁଟବଲ ଖେଳିବାର ଜବରଦସ୍ତ ସେସନ୍ ।

ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକରେ ପହଞ୍ଚିଥିଲେ । ସେଠାରେ ହେଲିପ୍ୟାଡରୁ ଲୋକଭବନ ପର୍ଯ୍ୟନ୍ତ ରୋଡ୍ ଶୋ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ମାତ୍ର ଝଲକ ପାଇବା ପାଇଁ ରାସ୍ତାରେ ଅନେଡ ଭିଡ ଜମିଥିଲା । ଆଜି ମୋଦି ଗ୍ୟାଙ୍ଗଟକ୍ ସ୍ଥିତ ଆର୍କିଡୋରିୟମ ଗସ୍ତ କରିବେ । ଏହାସହିତ ସିକ୍କିମର ୫୦ତମ ସ୍ଥାପନା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହିସମୟରେ ୪ ହଜାର କୋଟିରୁ ଅଧିକ ଟଙ୍କାର ବିକାଶ ଯୋଜନା ଉଦ୍ଘାଟନ କରିବେ ।

Post Views: 47
Share199Tweet124Send
Voice of Victims

Voice of Victims

Recent Posts

  • କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ; ୧୨୦ ମିଟର ତ୍ରିରଙ୍ଗା ସହ ଗୁଞ୍ଜିଲା ‘ଭାରତ ମାତା କୀ ଜୟ’ ଧ୍ୱନି
  • ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା
  • ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ, ଯେଉଁ ଚାଷୀ ଆସିପାରିବେନି ସେମାନଙ୍କ ପାଖକୁ ଯିବେ ସରକାର
  • CWG ଚାମ୍ପିଅନ୍ସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ, ଦେଶକୁ ଦେଲେ ଏଭଳି ବାର୍ତ୍ତା
  • ଭାରତରୁ ରୁଷକୁ ଚାଲିବ ଟ୍ରେନ୍, ସିଧାସଳଖ ନୂଆଦିଲ୍ଲୀରୁ ମସ୍କୋକୁ କରିହେବ ଯାତ୍ରା !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In