• About Us
  • Contact Us
Tuesday, November 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରଣପୁର ବ୍ଲକ୍ ମୁଖ୍ୟାଳୟରେ ଜନଅଭିଯୋଗ ଶୁଣାଣି ଶିବିର, ୧୧୬ଟି ଅଭିଯୋଗ ଗ୍ରହଣ

by Voice of Victims
November 23, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରଣପୁର ବ୍ଲକ୍ ମୁଖ୍ୟାଳୟରେ ଜନଅଭିଯୋଗ ଶୁଣାଣି ଶିବିର, ୧୧୬ଟି ଅଭିଯୋଗ ଗ୍ରହଣ

ରଣପୁର, ୨୩/୧୧ : ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ଠାରେ ଆଜି ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କିତ ମୋଟ ୧୧୬ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା।

ପ୍ରାପ୍ତ ଅଭିଯୋଗ ମଧ୍ୟରେ ୯୮ଟି ବ୍ୟକ୍ତିଗତ ସମସ୍ୟା, ୧୦ଟି ଗ୍ରାମ ସମ୍ପର୍କିତ ସମସ୍ୟା ଏବଂ ୮ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF) ସମ୍ପର୍କିତ ଆବେଦନ ରହିଥିଲା। ରେଡ୍‌କ୍ରସ୍ ସହାୟତା ପାଇଁ କୌଣସି ଆବେଦନ ମିଳିନଥିଲା।

ପ୍ରାପ୍ତ ଅଭିଯୋଗ ମଧ୍ୟରୁ ୩୬ଟିର ସମାଧାନ କରାଯାଇଥିବାବେଳେ ଅବଶିଷ୍ଟ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଓ ଅନୁସରଣ ପ୍ରକ୍ରିୟା ଜାରି ରହିଛି।

ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଓ ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏହି ଜନଅଭିଯୋଗ ଶୁଣାଣି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Post Views: 18
Share198Tweet124Send
Voice of Victims

Voice of Victims

Recent Posts

  • କୃଷିରେ ଉନ୍ନତି ସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିଛି ବିଜେପି ସରକାର: ସନ୍ତୋଷ ଖଟୁଆ
  • ବଡଦାଣ୍ଡରେ ଗରିବ ମହିଳା ଉଠାଦୋକାନୀ ଙ୍କୁ ନୂତନ ବସ୍ତ୍ର ବଣ୍ଟନ
  • ଏଣିକି UPI ଜରିଆରେ ଉଠାଇପାରିବେ PF ଟଙ୍କା, ଭିମ୍ ଆପ୍‌ରେ ମିଳିବ ଟଙ୍କା ଉଠାଣ ସୁବିଧା
  • ‘ୱେଷ୍ଟ ବେଙ୍ଗଲ’ର ନାମ ‘ପଶ୍ଚିମବଙ୍ଗ’ କରିବାକୁ ଡିସେମ୍ବର ୯ରେ ବିଧାନସଭାରେ ଆସିବ ପ୍ରସ୍ତାବ
  • ଡିସେମ୍ବର ୧୬ରେ ବାଂଲାଦେଶ ଫେରିବେ ଶେଖ୍ ହସିନା ! ସରକାରଙ୍କୁ ମାଗିଲେ ସ୍ୱତନ୍ତ୍ର ବିମାନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In