• About Us
  • Contact Us
Friday, September 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ରାମ୍ପ ମଡେଲ୍, ୮ ଦିନରେ ସରିବ ନିର୍ମାଣ

by Voice of Victims
September 11, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ

ପୁରୀ: ୭ ରୁ ୮ ଦିନ ମଧ୍ୟରେ ଧାଡ଼ି ଦର୍ଶନ । ପାଇଲଟ ରାମ୍ପ ମଡେଲର ସରିବ ନିର୍ମାଣ । ଆଇଆଇଟି ଭୁବନେଶ୍ୱରର ଦ୍ୱାରା ପ୍ରସ୍ତାବିତ ରାମ୍ପ ମଡେଲର ସମୀକ୍ଷା କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ୫ ମିନିଟ୍ ମଧ୍ୟରେ ଖୋଲା ଯାଇ ପୁଣି ବନ୍ଦ୍ ହୋଇପାରିବ ଫୋଲ୍ଡିଂ ରାମ୍ପ । ପାଇଲଟ ରାମ୍ପ ବା ପ୍ରଥମ ରାମ୍ପ ନିର୍ମାଣ ଶେଷ ହେବା ପରେ ଶ୍ରୀମନ୍ଦିର ଛତିଶା ନିଯୋଗ ପ୍ରତିନିଧି, ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରତିନିଧିମାନଙ୍କୁ ଏହି ରାମ୍ପ ଦେଖାଯିବ । ସେମାନଙ୍କ ନିଷ୍ପତ୍ତି ଆଧାରରେ ଆବଶ୍ୟକ ସ୍ଥଳେ ସଂଶୋଧନ କରାଯିବ । ନଚେତ୍ ଅନୁମତି ପାଇଲେ ଏହା କାର୍ଯ୍ୟକ୍ଷମ ହେବ ।

ଖୁବଶୀଘ୍ର ୬ ଥାକିଆ ରାମ୍ପ ବ୍ୟବସ୍ଥା କରାଯିବ । ୩ ରୁ ୪ ମାସ ମଧ୍ୟରେ ପୂର୍ଣ୍ଣ ମଡେଲ ପ୍ରସ୍ତୁତ ହେବ କହିଛନ୍ତି ଆଇନମନ୍ତ୍ରୀ। ସେହିପରି ଶ୍ରୀମନ୍ଦିରରେ ସହରବାସୀଙ୍କ ସହଜ ସୁବିଧା ଦର୍ଶନ ପାଇଁ ପ୍ରସ୍ତୁତ ହୋଇଛି ଟେକ୍ନୋଲୋଜି ମଡେଲ । ଉତ୍ତରଦ୍ୱାରରେ ସହରବାସୀ ଶ୍ରୀମନ୍ଦିର ଯିବା ପାଇଁ ବ୍ୟବସ୍ଥା କରାଯାଉଛି । ବାୟୋମେଟ୍ରିକ୍ସ ବ୍ୟବସ୍ଥା ମାଧ୍ୟମରେ ଏହି ବ୍ୟବସ୍ଥାକୁ ସହଜ କରାଯିବ ।

Post Views: 9
Share197Tweet123Send
Voice of Victims

Voice of Victims

Recent Posts

  • ବ୍ରିକ୍ସ ସମିଟ୍ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା, ୩୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ
  • ଦୁଇଟି ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୬ ମୃତ ଓ ଅନେକ ଆହତ
  • ଲଘୁଚାପ ପ୍ରଭାବରେ ଦୁଇଦିନ ବର୍ଷା, ୧୨ରୁ କମିବ ବର୍ଷା ପରିମାଣ
  • ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ରାମ୍ପ ମଡେଲ୍, ୮ ଦିନରେ ସରିବ ନିର୍ମାଣ
  • ରାଜ୍ୟସ୍ତରୀୟ ଭାଗବତ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In