• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଦଶହରା ପାଇଁ ରଣପୁର ଚଳଚଞ୍ଚଳ, ପୀଠରେ ମହାଶପ୍ତମୀ ପୂଜା ଦର୍ଶନ ପାଇଁ ପ୍ରବଳ ଭିଡ

by Voice of Victims
September 29, 2025
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ
ଦଶହରା ପାଇଁ ରଣପୁର ଚଳଚଞ୍ଚଳ, ପୀଠରେ ମହାଶପ୍ତମୀ ପୂଜା ଦର୍ଶନ ପାଇଁ ପ୍ରବଳ ଭିଡ

ରଣପୁର ୨୮/୦୯ : ପ୍ରତିବର୍ଷ ଭଳି ଚଳିତ ବର୍ଷ ରଣପୁର ଅଞ୍ଚଳରେ ଦଶହରା ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଥିବା ଜଣାଯାଇଛି l ରଣପୁରର ଅଧିଷ୍ଠାତ୍ରୀ ଦେବୀ ମା ମଣିନାଗ ଙ୍କ ପୀଠ ଓ ରାଜବାଟୀ ମଧ୍ୟରେ ପୂଜାପାଉଥିବା ଆରଧ୍ୟା ଦେବୀ ମା ଖିଲାମୁଣ୍ଡାଙ୍କ ପୀଠରେ ଷୋଳପୂଜା ଚାଲିଥିବା ସାଙ୍ଗକୁ ନବରାତ୍ରି ମହା ସମାରୋହରେ ପାଳିତ ହେଉଛି l ଉଭୟ ପୀଠରେ ମାଙ୍କ ଦର୍ଶନ ପାଇଁ ପ୍ରତିଦିନ ପ୍ରବଳ ମାତ୍ରାରେ ଭିଡଲାଗୁଥିବା ବେଳେ ରବିବାର ରଣପୁର ବଜାର ଦୁର୍ଗାପୂଜା ମଣ୍ଡପରେ ପ୍ରତିବର୍ଷ ଭଳି ମହାଶପ୍ତମୀ ପୂଜା ମହା ଆଡମ୍ବରରେ ପାଳିତ ହୋଇଛି l

ଶାରଦୀୟ ଦଶହରା ପୂଜା ପାଇଁ ସମଗ୍ର ଅଞ୍ଚଳ ଚଳଚଞ୍ଚଳହୋଇ ଉଠିଥିବା ବେଳେ ରଣପୁର ସହ ଆଖପାଖ ଗୌରାଙ୍ଗପୁର, ବ୍ରଜରାଜପୁର, ଦର୍ପନାରାୟଣପୁର,ଖତିଆ, କୋଇଲମା, ରାଜସୁନାଖଳା ଓ ଚାନ୍ଦପୁର ଆଦି ଅଞ୍ଚଳରେ ମା ଦୁର୍ଗା ଙ୍କ ମେଢ଼ ସ୍ଥାପନ କରାଯାଇ ପୂଜା ଵିଧି ଚାଲିଥିବା ସହ ବିଭିର୍ଣ୍ଣ ସଂସ୍କୃତିଲ କାର୍ଯ୍ୟକ୍ରମ ପରିବେଷଣ ହେଉଥିବାରୁ ପ୍ରତି ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି l ଦଶହରା ପର୍ବ ଚାରିଦିନ ଧରି ପାଳନ ହେଉଥିବା ହେତୁ ବିଭିର୍ଣ୍ଣ ଦେବାଦେବୀ ପୀଠ ଗୁଡିକ ସହ ଦୋକାନ ବଜାରରେ ଭିଡ ଲାଗିଥିବା ଦେଖିବାକୁ ମିଳିଛି l

Post Views: 47
Share199Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In