• About Us
  • Contact Us
Saturday, May 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅଯୋଧ୍ୟା ରାମମନ୍ଦିରରେ ଶ୍ରୀରାମ ଯନ୍ତ୍ର ସ୍ଥାପନା, ଉପସ୍ଥିତ ରହିବେ ରାଷ୍ଟ୍ରପତିଙ୍କ ସହିତ ବିଦେଶରୁ ଆସିଥିବା ଅତିଥି

by Voice of Victims
March 19, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଅଯୋଧ୍ୟା ରାମମନ୍ଦିରରେ ଶ୍ରୀରାମ ଯନ୍ତ୍ର ସ୍ଥାପନା, ଉପସ୍ଥିତ ରହିବେ ରାଷ୍ଟ୍ରପତିଙ୍କ ସହିତ ବିଦେଶରୁ ଆସିଥିବା ଅତିଥି

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହିନ୍ଦୁ ନବବର୍ଷ ଅବସରରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ । ଆଜି ରାଷ୍ଟ୍ରପତି ମନ୍ଦିରରେ ଶୁଭ ଅଭିଜିତ ମୁହୂର୍ତ୍ତ ୧୧.୫୫ ମିନିଟରେ ଶ୍ରୀରାମ ଯନ୍ତ୍ର ସ୍ଥାପନା ଏବଂ ପୂଜା କରିବେ । ଏହି ଖାସ୍ ସମାରୋହରେ ପାଖାପାଖି ୭୦୦୦ ଅତିଥି ଯୋଗ ଦେବେ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହର୍ଷି ବାଲ୍ମକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଛନ୍ତି । ଏହାପରେ ପରେ ସିଧା ମନ୍ଦିରକୁ ଯିବେ । ତାଙ୍କ ଅଯୋଗଧ୍ୟାଗସ୍ତ ପାଖାପାଖି ୪ ଘଣ୍ଟାର ରହିବ । ଏହି କାର୍ଯ୍ୟକ୍ରମରେ ତୁର୍କୀ, ଇଟାଲି, ଆମେରିକା ଇତ୍ୟାଦି ସ୍ଥାନରୁ ଅତିଥିମାନେ ପହଞ୍ଚିବେ । ଏମାନଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିବେ ।

ରାଷ୍ଟ୍ରପତି ରାମମନ୍ଦିରର ଦ୍ବିତୀୟ ମହଲାରେ ଶ୍ରୀରାମ ଯନ୍ତ୍ର ସ୍ଥାପନା କରିବେ । ପାଖାପାଖି ୧୫୦ କିଲୋର ସ୍ବର୍ଣ୍ଣମଣ୍ଡିତ ଏହି ଯନ୍ତ୍ର ସ୍ଥାପନା ପାଇଁ ଅନେକ ଦିନରୁ ଅଲଗା ଅଲଗା ଧାର୍ମିକ ଆୟୋଜନ କରାଯାଉଛି । ଯନ୍ତ୍ର ସ୍ଥାପନାକୁ ନେଇ ଶ୍ରଦ୍ଧାଳୁ, ସନ୍ଥ-ମହନ୍ତ ଏବଂ ଧର୍ମାଚାର୍ଯ୍ୟ ବହୁତ ଉତ୍ସାହିତ ରହିଛନ୍ତି । ଧାର୍ମିକ ମାନ୍ୟତା ଅନୁସାରେ, ଶ୍ରୀରାମ ଯନ୍ତ୍ର ଭଗବାନ ଶ୍ରୀରାମଙ୍କ ମର୍ଯ୍ୟାଦା, ଧର୍ମ ଏବଂ ଶକ୍ତିର ପ୍ରତୀକ । ଏହାର ସ୍ଥାପନା ମନ୍ଦିର ପରିସରରେ ସକାରାତ୍ମକ ଉର୍ଜା ଆଣିଥାଏ । ଏହାଦ୍ବାରା ଶ୍ରଦ୍ଧାଳୁଙ୍କ ମାନସିକ ଶାନ୍ତି ଏବଂ ଆଧ୍ୟାତ୍ମିକ ସନ୍ତୁଳନର ଅନୁଭୂତି ହୋଇଥାଏ ।

ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜପାଳ ଆନନ୍ଦୀବେନ ପଟେଲ ଏବଂ ରାମ ମନ୍ଦିର ଟ୍ରଷ୍ଟର ଅନେକ ପ୍ରମୁଖ ସଦସ୍ୟ ଉପସ୍ଥିତ ରହିବେ ।

Post Views: 34
Share199Tweet124Send
Voice of Victims

Voice of Victims

Recent Posts

  • ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇଲା ସିପିଆଇ, ସିପିଏମ୍ ଏବଂ ଭିସିକେ, ମୁଖ୍ୟମନ୍ତ୍ରୀ ହେବ ବିଜୟ
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବେ ଶୁଭେନ୍ଦୁ ଅଧିକାରୀ, ଆସନ୍ତାକାଲି ୧୧ଟାରେ ଶପଥ ଗ୍ରହଣ
  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In