• About Us
  • Contact Us
Friday, May 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ମାନସିକ ଚାପ ରୂ ଆତ୍ମହତ୍ୟା ସନ୍ଦେହ, ଜବତ ହେଲା ଶବ

by Voice of Victims
March 5, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ମାନସିକ ଚାପ ରୂ ଆତ୍ମହତ୍ୟା ସନ୍ଦେହ, ଜବତ ହେଲା ଶବ

ବାଲେଶ୍ୱର ( ଭିଓଭି) ୫/୦୩ – ଆଜି ସକାଳ ୮ ଟା ସମୟ ରେ ରେମୁଣା ଏନ୍ ଏ ସି ର ୪ ନଂ ୱାଡ଼ ସ୍ଥିତ ଗୈ।ଡଦାଣ୍ଡ ଗ୍ରାମରେ ସନ୍ତୋଷ କୁମାର ଦାସ ଙ୍କ ( ବିଟୁ ଭାଇ ମେସ୍ )୨ ମହଲା ରେ ଥିବା ଏକ ଘରୁ ଝୁଲନ୍ତା ମୃତ ଦେହ ଜବତ କରାଯାଇଛି । ମୃତକ ଙ୍କ ଘର ସଦର ବ୍ଲକ୍ ଅନ୍ତର୍ଗତ ବଡକିଆ ଗ୍ରାମର ଅରୁଣ କୁମାର ଦାସ ଙ୍କ ସାନପୁଅ ହରିଶଙ୍କର ଦାସ (୨୩ )ଙ୍କ ର ବୋଲି ଜଣାପଡିଛି । ଗତ କାଲି ଠାରୁ ହରିଶଙ୍କର ଫୋନ୍ ନ ଉଠାଇବାରୁ ଆଜି ତାଙ୍କ ବାପା ଏବଂ ବଡଭାଇ ସକାଳେ ଆସି ତାଙ୍କ ପାଖରେ ପହଞ୍ଚିଥିଲେ । କବାଟ ଭିତର ପଟରୁ ବନ୍ଦ ଥିଲା ।

ମେସ୍ ମାଲିକ ଙ୍କ ସହାୟତା ରେ ଘର ଖୋଲାଯାଇ ମୃତ ଦେହ କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେ ନିକଟସ୍ଥ ସି ଟି ସ୍କୁଲ ର ପ୍ରଥମ ବର୍ଷ ଛାତ୍ର ଥିଲେ । ମାନସିକ ଚାପ କାରଣରୁ ଏ ପ୍ରକାର ପଦକ୍ଷେପ ନେଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ୍ ଏବଂ ୱ। ର୍ଡକାଉନସିଲର ଶିବଶଙ୍କର ରାୟ ପହଞ୍ଚି ଥିଲେ । ଶବ ବ୍ୟବଚ୍ଛେଦ ପରେ ପ୍ରକୃତକଥା ଜଣାପଡ଼ିବ ।

Post Views: 90
Share215Tweet134Send
Voice of Victims

Voice of Victims

Recent Posts

  • ବେଙ୍ଗଲରେ ପରାଜୟ ପରେ ମମତାଙ୍କୁ ଭେଟିଲେ ଅଖିଳେଶ, ବଢାଇଲେ ମନୋବଳ
  • ବିଜେପି ସରକାର ଓଡ଼ିଶା ପାଇଁ ବଡ଼ ବୋଝ କହିଲେ ନବୀନ
  • ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ
  • ନାବାଳକଙ୍କୁ ଥାନାରେ ଅଟକ ମାମଲାରେ ଭଦ୍ରକ ଏସ୍‌ପିଙ୍କୁ ହାଜର ନିର୍ଦେଶ ଦେଲେ ହାଇ କୋର୍ଟ
  • ଆଜିବି ବର୍ଷିବ, ପୂରା ଓଡ଼ିଶାକୁ ଜାରି ହୋଇଛି ୟେଲୋ ଆଲର୍ଟ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In