• About Us
  • Contact Us
Sunday, May 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପ୍ରଧାନମନ୍ତ୍ରୀଙ୍କ ଇନ୍ଧନ ସଞ୍ଚୟ ନିବେଦନ କାର୍ ପୁଲିଂ, ଭର୍ଚୁଆଲ ଶୁଣାଣି ଆପଣାଇବେ ସୁପ୍ରିମକୋର୍ଟ ବିଚାରପତି

by Voice of Victims
May 16, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ପ୍ରଧାନମନ୍ତ୍ରୀଙ୍କ ଇନ୍ଧନ ସଞ୍ଚୟ ନିବେଦନ କାର୍ ପୁଲିଂ, ଭର୍ଚୁଆଲ ଶୁଣାଣି ଆପଣାଇବେ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ: ପଶ୍ଚିମ ଏସିଆ ସଂକଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଇନ୍ଧନ ସଞ୍ଚୟ ପାଇଁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ନିବେଦନ ପରେ ସରକାରୀ ସ୍ତରରେ ଇନ୍ଧନ ସଞ୍ଚୟ ଓ ଅନ୍ୟାନ୍ୟ ଖର୍ଚ୍ଚକାଟ୍ ପାଇଁ ପଦକ୍ଷେପ ନିଆଯାଇଛି।

ଏହି କ୍ରମରେ ସୁପ୍ରିମକୋର୍ଟ ମଧ୍ୟ ଇନ୍ଧନ ସଞ୍ଚୟ ଲାଗି ପଦକ୍ଷେପ ନେଇଛନ୍ତି। ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲ ଭରତ ପରାସରଙ୍କ ପକ୍ଷରୁ ଜାରି ନିର୍ଦେଶନାମା ଅନୁଯାୟୀ ଗ୍ରୀଷ୍ମ ଅବକାଶ ଓ ଅନ୍ୟାନ୍ୟ ଆଂଶିକ କାର୍ଯ୍ୟଦିବସରେ ବିଚାରପତିମାନେ ଭର୍ଚୁଆଲ (ଆଭାସି) ମାଧ୍ୟମରେ ମାମଲାର ଶୁଣାଣି କରିବେ। ଏଥପାଇଁ ସୁପ୍ରିମକୋର୍ଟ ରେଜିଷ୍ଟ୍ରିଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଏପରି କି କେତେକ ବିଚାରପତି କାର୍ଯ୍ୟାଳୟକୁ କାର୍‌ ପୁଲିଂରେ ଆସିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ସେହିପରି ରେଜିଷ୍ଟ୍ରିର ବିଭିନ୍ନ ବିଭାଗର ୫୦% କର୍ମଚାରୀ ସପ୍ତାହକୁ ଦୁଇଦିନ ଘରେ ରହି କାମ କରିବେ (ୱାର୍କ ଫ୍ରମ ହୋମ୍)।

Post Views: 19
Share198Tweet124Send
Voice of Victims

Voice of Victims

Recent Posts

  • ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ
  • NEET-UG ପେପର ଲିକ୍ ମାମଲା, ମାଷ୍ଟର ମାଇଣ୍ଡ ବଟାନି ଶିକ୍ଷୟିତ୍ରୀଙ୍କୁ ଗିରଫ କଲା CBI
  • ପେଟ୍ରୋଲ ଓ ଡିଜେଲ ପରେ ଏବେ ମୋବାଇଲ ରିଚାର୍ଜ ପାଳି !
  • ପତଞ୍ଜଳି ପକ୍ଷରୁ ଖାଇବା ତେଲ ଓ ପେଟ୍ରୋଲ ବ୍ୟବହାର ହ୍ରାସ ପାଇଁ ସଂକଳ୍ପ ପାଠ
  • ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In