ଆସିଲା ପ୍ରାର୍ଥୀପତ୍ର ଦାଖଲ ହିସାବ, ୨୮ଟି ବିଧାନସଭା ପାଇଁ ୨୬୬ ଜଣଙ୍କ ଆବେଦନ, ବ୍ରହ୍ମପୁରରେ ସର୍ବାଧିକ
ଭୁବନେଶ୍ବର: ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ। ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଂଗପୁର, ବ୍ରହ୍ମପୁର ଏବଂ କଳାହାଣ୍ଡି ଲୋକସଭା ଏବଂ ଏହା ଅଧିନରେ ଥିବା ୨୮ ଟି ବିଧାନସଭାର ନିର୍ବାଚନ ହେବ। ଏହି ନିର୍ବାଚନ ...
