ଭାରତର ୪ ହଜାର ନର୍ସଙ୍କୁ ଛାଡିବାକୁ ପଡିବ ବ୍ରିଟେନ
ନୂଆଦିଲ୍ଲୀ: ବିପୁଳ ଅର୍ଥ ନେଇ ଭିସା ପ୍ରଦାନ କରୁଥିବା ଅନେକ କମ୍ପାନୀ ନକଲି ବୋଲି ଜଣାପଡିଛି, ଯେଉଁ କାରଣରୁ ବ୍ରିଟେନରେ ହଜାର ହଜାର ଭାରତୀୟ ନର୍ସ ବିପଦରେ ଅଛନ୍ତି। କାରଣ ସେହି ଭାରତୀୟ ନର୍ସମାନଙ୍କ ବିରୋଧରେ ଋଷି ସୁନକ ସରକାର କାର୍ଯ୍ୟାନୁଷ୍ଠାନ ...
