ଧାର୍ମିକ ପର୍ଯ୍ୟଟନ ଖୋଜାରେ ୯୭% ବୃଦ୍ଧି, ଅଯୋଧ୍ୟାର ରାମ ମନ୍ଦିର ଖୋଲିଛି ଆଶାର ନୂଆ ଦ୍ୱାର
ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ଜାନୁଆରୀ ୨୨ରେ ଉଦ୍ଘାଟନ ହେବାକୁ ଯାଉଛି। ରାମ ମନ୍ଦିର ଧାର୍ମିକ ପର୍ଯ୍ୟଟନକୁ ନୂଆ ଉଚ୍ଚତା ଦେଇଛି। ଧାର୍ମିକ ସ୍ଥଳକୁ ଯିବାକୁ ଚାହୁଁଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅନଲାଇନ ...
