ହରିୟାଣାରେ ବିଜେପିକୁ ବଡ ଝଟକା, ପୁଣି କଂଗ୍ରେସକୁ ଫେରିଲେ ଅଶୋକ ତନୱର
ନୂଆଦିଲ୍ଲୀ: ୨୦୨୪ ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ପୂର୍ବତନ ସିରସା ସାଂସଦ ଅଶୋକ ତନୱର ପୁଣିଥରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଆଜି ମହେନ୍ଦ୍ରଗଡରେ ଏକ ନିର୍ବାଚନ ରାଲିରେ ...
