ଶେଷରେ ବାଜି ମାରିଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ମିଳିଲା ବଡଚଣା ଟିକେଟ
ଭୁବନେଶ୍ବର: ଶେଷରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇଛି ବିଜେଡି। ସେ ବଡଚଣାରେ ଲଢେଇ କରିବେ ବୋଲି ଆଜି ଦଳର ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବଡଚଣାରେ ବର୍ତ୍ତମାନ ବିଧାୟକ ଅଛନ୍ତି ଅମର ଶତପଥୀ। ସେ ସେଠାରେ ଦୀର୍ଘ ବର୍ଷ ...

