ବିସିସିଆଇ ନିଷ୍ପତ୍ତି: ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ ସରଫରାଜ ଖାନ, ଧ୍ରୁଭ ଜୁରେଲ ଏବଂ ୟଶ ଦୟାଲ
ନୂଆଦିଲ୍ଲୀ: ବିସିସିଆଇ ଆଜି ୨୦୨୪ ଇରାନୀ କପ୍ ପାଇଁ ମୁମ୍ବାଇ ଏବଂ ଅବଶିଷ୍ଟ ଭାରତୀୟର ସ୍କ୍ବାଡ୍ ଘୋଷଣା କରିଛି। ଏହି ସ୍କ୍ବାଡ୍ ଚର୍ଚ୍ଚାରେ ଆସିଛି, କାରଣ ଏଥିରେ ତିନିଜଣ ଖେଳାଳି ଅଛନ୍ତି ଯେଉଁମାନେ ବାଂଲାଦେଶ ବିପକ୍ଷରେ ମନୋନୀତ ଭାରତୀୟ ଦଳରୁ ବାଦ ...
