ଦେଶରେ ଲାଗୁ ହେଲା CAA, ବିଜ୍ଞପ୍ତି ଜାରି
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଘୋଷଣା ହେବାର ଠିକ୍ ପୂର୍ବରୁ କେନ୍ଦ୍ର ସରକାର ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) କାର୍ଯ୍ୟକାରୀ କରିଛନ୍ତି। ଆଜି ସରକାର ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି। ଡିସେମ୍ବର ୨୦୧୯ ରେ CAA ସଂସଦ ଦ୍ୱାରା ଅନୁମୋଦିତ ...
