ଘୋଷଣା ହେଲା ସିବିଏସଇ ଦଶମ, ଦ୍ୱାଦଶ କମ୍ପାର୍ଟମେଣ୍ଟ ପରୀକ୍ଷା ତାରିଖ
ନୂଆଦିଲ୍ଲୀ: ସିବିଏସ୍ଇ ଗତ ସପ୍ତାହରେ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷାର ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ ସିବିଏସ୍ଇ ବୋର୍ଡ ଶ୍ରେଣୀ ଦଶମ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ପାସ୍ ପ୍ରତିଶତ ୯୩.୬୦% ଥିବାବେଳେ ଦ୍ୱାଦଶ ଶ୍ରେଣୀରେ ୮୭.୯୮% ରହିଛି। ଯେତେବେଳେ କି ସିବିଏସଇ ...
