ଆଇସିଆଇସିଆଇ ବ୍ୟାଙ୍କକୁ ଜନ୍ମ ଦେଇଥିବା ବରିଷ୍ଠ ବ୍ୟାଙ୍କର ନାରାୟଣନ ଭଗୁଲଙ୍କ ପରଲୋକ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ରର ଜଣେ ଲୋକପ୍ରିୟ ନାମ ତଥା ପଦ୍ମ ଭୂଷଣରେ ସମ୍ମାନିତ ବ୍ୟାଙ୍କର ନାରାୟଣନ ଭଗୁଲଙ୍କ ଦେହାନ୍ତ ହୋଇଛି। ସେ ୮୮ ବର୍ଷ ବୟସରେ ଚେନ୍ନାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଦୁଇ ...
