ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ବରୀରୁ ଦେବାଶିଷ ନାୟକ, ପୁରୀରୁ ଉମାବଲ୍ଲବ ରଥ
ଭୁବନେଶ୍ବର: ଆଜି କଂଗ୍ରେସ ଓଡିଶାର ବିଧାନସଭାର ପାଞ୍ଚଟି ଆସନରେ ପ୍ରାର୍ଥି ପରିବର୍ତ୍ତନ କରିଛି। ଏଥିସହିତ ଦଳ ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ଏ ପର୍ଯ୍ୟନ୍ତ ନୀଳଗିରିର ପ୍ରାର୍ଥୀ ଘୋଷଣା କରି ନ ଥିଲା। ସେହି ଅନୁସାରେ ନୀଳଗିରିର ପ୍ରାର୍ଥୀ ...
