ଦିଲ୍ଲୀର ମହିଳାମାନେ ପାଇବେ ପ୍ରତି ମାସରେ ୧୦୦୦ ଟଙ୍କା : କେଜ୍ରିୱାଲଙ୍କ ଘୋଷଣା
ନୂଆଦିଲ୍ଲୀ: ସୋମବାର ଦିନ ଲୋକସଭା ନିର୍ବାଚନର ୯୬ ଟି ସଂସଦୀୟ ଆସନରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଶେଷ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀର ଷଷ୍ଠ ପର୍ଯ୍ୟାୟରେ ଲୋକମାନେ ମେ ୨୫ ତାରିଖରେ ସାତୋଟି ସିଟ୍ ପାଇଁ ଭୋଟ୍ ଦେବେ। ଏହି ସମୟରେ ...
