କିମ୍ସ, ହାଇଟେକ୍, ସମ୍ ହସ୍ପିଟାଲରେ EDର ଚଢାଉ; ରାଉରକେଲା ସହ ଭୁବନେଶ୍ବରରେ ଯାଞ୍ଚ କରୁଛି ED
ଭୁବନେଶ୍ବର: କିମ୍ସ, ହାଇଟେକ୍, ସମ୍ ହସ୍ପିଟାଲରେ EDର ଯାଞ୍ଚ । ତେବେ କାହିଁକି ରାଜ୍ୟର ବଡ ବଡ ଘରୋଇ ମେଡିକାଲ ସଂସ୍ଥା ଉପରେ ଇଡି ଚଢାଉ କରିଛି, ସେନେଇ କର୍ତ୍ତୃପକ୍ଷ କିଛି କହିନଥିବା ବେଳେ କିମ୍ସ, ହାଇଟେକ୍ ଏବଂ ସମ୍ ହସ୍ପିଟାଲ ...
