ବ୍ରିଟେନ୍ ଦେଲା ବଡ଼ ଝଟକା, ପ୍ରଭାବିତ ହେବେ ୯୧ ହଜାର ଭାରତୀୟ ଛାତ୍ର
ନୂଆଦିଲ୍ଲୀ: ବ୍ରିଟେନର ଋଷି ସୁନକ ସରକାର ଭାରତୀୟ ଛାତ୍ରମାନଙ୍କୁ ଏକ ବଡ ଝଟକା ଦେବାକୁ ଯାଉଛନ୍ତି। ଗ୍ରାଜୁଏଟ୍ ରୁଟ୍ ଭିସା ବନ୍ଦ କରିବାକୁ ସରକାରଙ୍କ ମାଇଗ୍ରେସନ ପରାମର୍ଶଦାତା କମିଟି ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଜି ଏହି ...
