ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ପୋଲିସ ପ୍ରଶାସନ ତରଫରୁ ପଡୋଶୀ ରାଜ୍ୟ ପୋଲିସ ସହ ଘନ ଘନ ବୈଠକ
ଉମରକୋଟ : ନିର୍ବାଚନକୁ ଶୃଙ୍ଖଳିତ ସହ ପରିଚାଳନା କରିବା ପାଇଁ ପ୍ରଶାସନିକସ୍ତର ରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ଅବାଧ ଭାବେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଉମରକୋଟ ଓ ଝରିଗାଁ ନିର୍ବାଚନୀ ମଣ୍ଡଳୀରେ ପୋଲିସର ତତ୍ପରତା ଦେଖିବାକୁ ମିଳିଛି । ...
