ବିଶ୍ୱ ରାଜନୀତିରେ ହଇଚଇ, ପୁଟିନ୍ ଓ କିମ୍ ଜୋଙ୍ଗ୍ ଏକାଠି
ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ ବନ୍ଧୁତାର କିଛି ରୋଚକ ଦୃଶ୍ୟ ବିଶ୍ୱ ରାଜନୀତିରେ ଏବେ ହଇଚଇ ସୃଷ୍ଟି କରିଛି। ଦୁନିଆର ଦୁଇ ଶକ୍ତିଶାଳୀ ରାଜନେତା ପରସ୍ପର ସହିତ ଏଭଳି ହାତ ...
