ଭାରତ ଏକ ହିନ୍ଦୁ ରାଷ୍ଟ୍ର, ନିଜର ସୁରକ୍ଷା ପାଇଁ ଆମକୁ ଏକଜୁଟ ହେବାକୁ ପଡିବ: ମୋହନ ଭାଗବତ
ନୂଆଦିଲ୍ଲୀ: ରାଷ୍ଟ୍ରିୟ ସ୍ଵୟମସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ହିନ୍ଦୁ ସମ୍ପ୍ରଦାୟକୁ ଏକଜୁଟ ହେବା ଏବଂ ନିଜ ମଧ୍ୟରେ ମତଭେଦ ତଥା ବିବାଦର ଅନ୍ତ ଘଟାଇବାକୁ ଆହ୍ଵାନ ଦେଇଛନ୍ତି। ସେ କହିଛନ୍ତି ଯେ, “ଭାଷା, ଜାତି ଏବଂ ଅଞ୍ଚଳ ଉପରେ ...
