ଭୁବନେଶ୍ବରରେ କାଳ ବୈଶାଖୀ, କିଛି ସମୟ ପାଇଁ ରାଜଧାନୀରେ ଝଡବାତ୍ୟା
ଭୁବନେଶ୍ବର: ଆଜି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି କାଳ ବୈଶାଖୀ। ଏ ନେଇ ପାଣିପାଗ ବିଭାଗ ପୂର୍ବରୁ ସୂଚନା ପ୍ରଦାନ କରିଥିଲା। ଆଜି ଅପରାହ୍ନରେ ଭୁବନେଶ୍ବରରେ ଘୋର ଅନ୍ଧକାର ଘୋଟି ପ୍ରବଳ ପବନ ପ୍ରବାହିତ ହୋଇଥିଲା। ଏହାପରେ ଘଡଘଡି ...
