ଶ୍ରୀକ୍ଷେତ୍ର ବଡଦାଣ୍ଡରେ ବିଜେ ହେଲେ ବିଶ୍ୱ ନିୟନ୍ତା: ରଥ ଟଣା ବେଳେ ଅଘଟଣ, ଜଣେ ମୃତ ୨୦୦ ରୁ ଅଧିକ ଆହତ
ପୁରୀ(ଭିଓଭି): ଆଜି ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଚାରି ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିବାର ଆକଳନ କରା ଯାଉଛି । ନେତ୍ରୋତ୍ସବ, ନବଯୌøବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ମହାପ୍ରଭୁଙ୍କ ...
